ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ
ପଲଶାଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ପଲଶାଗୋରାସ୍ଥିତ କାନ୍ଦୁଲମୁଣ୍ଡା ପୋଖରୀରେ ବାଘମୁଣ୍ଡା ଗ୍ରାମର ସୁଶାନ୍ତ ନାଏକ (୩୦) ନାମକ ଯୁବକ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ସୂଚନାନୁଯାୟୀ ସୋମବାର ଅପରାହ୍ନ ୪ଟା ବେଳେ ବାଘମୁଣ୍ଡା ଗ୍ରାମର ବଉଲା!-->…
Read More...
Read More...