ଦ.ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡିପାରନ୍ତି ସୂର୍ଯ୍ୟକୁମାର ଯାଦବ
ମୁମ୍ବାଇ : ଆଇପିଏଲ-୨୦୨୨ ଶେଷ ହେବା ପରେ ଭାରତୀୟ ଦଳ ଦ.ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହି ସିରିଜ ଦଳ ୫ଟି ମ୍ୟାଚ ଆସନ୍ତ ଜୁନ୍ ୯ରୁ ୧୯ ମଧ୍ୟରେ ଖେଳାଯିବ । ଏହି ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ ଧଟକା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ!-->…
Read More...
Read More...