ମଡ଼ ମଡ଼ ହୋଇ ଭାଙ୍ଗିଗଲା ବ୍ରିଜ୍, ୯ ଜଣଙ୍କ ମୃତ୍ୟୁ
ଗୁଜରାଟ : ଗୁଜରାଟ ଭଦୋଦରାରେ ଅଭାବନୀୟ ଘଟଣା । ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ଆଖି ସାମ୍ନାରେ ଦୁଇ ଫାଳ ହେଲା ବ୍ରିଜ୍ । ମଡ଼ ମଡ଼ ହୋଇ ଭାଙ୍ଗିଗଲା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍ । ତେବେ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ!-->…
Read More...
Read More...