ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କାର୍ଯ୍ୟକ୍ରମ

ଗଜପତି,୨/୪- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ରଙ୍ଗମଞ୍ଚ ଠାରେ ଉତ୍କଳ ଦିବସ ଉପଲକ୍ଷେ ଏକ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ "ବନ୍ଦେ ଉତ୍କଳ ଜନନୀ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀବାହୀ ବସ୍‌ ସହିତ ଗ୍ୟାସ ଟ୍ରକ ଧକ୍କା

ଦଶପଲ୍ଲା,୨/୪: - ଆଜି ଦିନ ୧୨ ଟା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରାଘାଟି ଉପରେ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ସହିତ ,ଓଡ଼ିଶା ପରିବହନ ନିଗମର ଜଟଣୀ କଣ୍ଟାମାଳ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କାହେବା ଯୋଗୁଁ ବସ୍‌ ଡ୍ରାଇଭରଙ୍କ ଦୁଇଟିଯାକ ଗୋଡ଼ ଭାଙ୍ଗିିଯାଇ ଗୁରୁତର
Read More...

ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ବୌଦ୍ଧ,୧/୪- ବୌଦ୍ଧ ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ଓ ବିଦ୍ୟାଳୟସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା, ବରିଷ୍ଠ ଶିକ୍ଷକ ଟଙ୍କଧର
Read More...

ଓଡିଶା ଦିବସ ଅବସରରେ ପୁସ୍ତକ ପ୍ରଦର୍ଶନୀ ଉଦଘାଟିତ

ବୌଦ୍ଧ,୧/୪- ବୌଦ୍ଧ ସହରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀଙ୍କ ଦ୍ୱାରା ଉଦଘାଟିତ ହେବା ସହିତ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବୌଦ୍ଧ ଗୋଷ୍ଠୀ
Read More...

ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର : ପଦୋନ୍ନତିରେ ସଂରକ୍ଷଣ ରଦ୍ଦ ହେଲେ ଅଶାନ୍ତି ବଢିବ

ନୂଆଦିଲ୍ଲୀ,୧/୪ : ସରକାରୀ ଚାକିରୀରେ ଏସସି-ଏସଟି କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ବ୍ୟବସ୍ଥାକୁ ରଦ୍ଦ କରାଗଲେ ଉତ୍ତେଜନାମୂଳକ ପରିସ୍ଥିିତି ସୃଷ୍ଟି ହୋଇପାରେ । କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଓ କ୍ରୋଧ ସୃଷ୍ଟି
Read More...

ଭାରତରେ ଚାଲିବ ଉଡ଼ନ୍ତା ବସ୍‌!

ନୂଆଦିଲ୍ଲୀ,୧/୪ : ଦେଶରେ ଟ୍ରାଫିକ ସମସ୍ୟା ଏବେ ବି ଗୁରୁତର ସ୍ଥିତିରେ ରହିଛି । ଏଥିଯୋଗୁ ଦୁର୍ଘଟଣା ବଢୁଛି ଏବଂ ଉତ୍ତେଜନା ଦେଖାଦେଉଛି । ଏହି ସମସ୍ୟା ଦୂର କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନିତୀନ ଗଡ଼କରି ଏକ ଅଭିନବ ପରିକଲ୍ପନା ପ୍ରସ୍ତୁତ କରିଛନ୍ତି । ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ
Read More...

ପୁରୀରେ ଅଲ ଓଡିଶା କବାଡି ଚମ୍ପିୟାନସିପ ଆରମ୍ଭ

ପୁରୀ : ପୁରୀରେ ଅଲ ଓଡିଶା କବାଡି ଚମ୍ପିୟାନସିପ ଉଦଘାଟିତ ହୋଇଯାଇଛି । ବ୍ଲୁ ଫ୍ଲାଗ ବିଚରେ ଏହି ରାଜ୍ୟ ସ୍ତରୀୟ ଚମ୍ପିୟାନସିପ ୩ ଦିନ ଧରି ଅନୁଷ୍ଠିତ ହେବ । ଆସନ୍ତା ୩ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମେ ଲିଗ ପରେ ନକ ଆଉଟ ମ୍ୟାଚ ପରେ ସେମି ଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ
Read More...

ଋଷ୍‌ର ଦିଲ୍‌ଖୁସ୍‌ ଅଫର : ଭାରତ ଯାହା ଚାହିଁବ ଆମେ ତାହା ଦେବୁ

ନୂଆଦିଲ୍ଲୀ,୧/୪ : ଋଷ୍‌-ୟୁକ୍ରେନ ଯୁଦ୍ଧକୁ ମାସେ ପୂରିଗଲାଣି । ବନ୍ଦ ହେବାର ସୂଚନା ବି ମିଳୁ ନାହିଁ । ଭାରତ ଏ ପର୍ଯ୍ୟନ୍ତ କାହାକୁ ସମର୍ଥନ ନକରି ନିରପେକ୍ଷ ରହିଆସିଛି । ତେବେ ଋଷ୍‌କୁ ବିରୋଧ କରୁନଥିବାରୁ ଆମେରିକା ଏହା ଉପରେ ଭୀଷଣ କ୍ଷୁ୍‌ବ୍ଧ । ଏପରିକି,ଆମେରିକା ଧମକ ଦେବା ଆରମ୍ଭ
Read More...

ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ମାର୍ଚ୍ଚରେ ଜିଏସଟି ସଂଗ୍ରହ କ୍ଷେତ୍ରରେ ଆଶାତୀତ ସଫଳତା ମିଳିଛି । ଏହି ମାସରେ ମିଳିଛି ମୋଟ ୧.୪୨ ଲକ୍ଷ କୋଟି ଟଙ୍କାର ଜିଏସଟି,ଯାହାକି ମାସିକ ଜିଏସଟି ସଂଗ୍ରହରେ ଏକ ସର୍ବକାଳୀନ ରେକର୍ଡ ବୋଲି ଅର୍ଥମନ୍ତ୍ରାଳୟ କହିଛି । ଏହା ୨୦୨୧ର ମାର୍ଚ୍ଚ ମାସ ତୁଳନାରେ ୧୫ ପ୍ରତିଶତ ଅଧିକ
Read More...

ଆକାଶରେ ଧକ୍କା ଖାଇ ପର୍ବତରେ ଖସିପଡ଼ିଲା ବିମାନ

ସିଓଲ୍‌,୧/୪: ଆଜି ତାଲିମ ବେଳେ ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଆକାଶରେ ପରସ୍ପର ସହିତ ଧକ୍କା ଖାଇବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଜରୁରୀକାଳୀନ ସେବା ଅଧିକାରୀମାନେ କହିଛନ୍ତି, ପରସ୍ପର ସହିତ ଧକ୍କା ଖାଇବା ପରେ
Read More...