ଶୁକ୍ରବାର କଂଗ୍ରସର ଚିନ୍ତନ ଶିବିର : ଦଳକୁ ପୁଣି ଫେରିବ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ!
ନୂଆଦିଲ୍ଲୀ: ଦେଶରେ କଂଗ୍ରେସର ସ୍ଥିତି ବର୍ତ୍ତମାନ ଅତି ଶୋଚନୀୟ । ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବା ବେଳେ ଏବେ ରଜସ୍ଥାନରେ ଦଳର ସ୍ଥିତି ଗୁୁରୁତର ହୋଇପଡ଼ିଛି । ଏହାକୁ ସଜାଡ଼ି ଶକ୍ତିଶାଳୀ କରିବା ଲାଗି ଆସନ୍ତା ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ହେବ ଚିନ୍ତନ ଶିବିର । ବିପର୍ଯ୍ୟୟରୁ!-->…
Read More...
Read More...