ରେଙ୍ଗାଲି ଥାନାରେ ରକ୍ତଦାନ ଶିବିର : ୧୫୦ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର: ସ୍ଥାନୀୟ ରେଙ୍ଗାଲି ପୁଲିସ ଥାନାରେ ଆଜି ଆୟୋଜିତ ଏକ ରକ୍ତଦାନ ଶିବିରରେ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପୁଲିସ ସୂତ୍ରରୁ ଏହି ବିଷୟରେ ପ୍ରାପ୍ତ ସୂଚନାନୁସାରେ ବର୍ତ୍ତମାନ ଖରାଦିନ ହୋଇ ଥିବାରୁ ପ୍ରାୟତଃ ସବୁ ରକ୍ତଭଣ୍ଡାରରେ ନିଅଣ୍ଟିଆ ସ୍ଥିତି ରହୁଛି, ଏଣୁ ଏହାକୁ ଭରଣା!-->…
Read More...
Read More...