ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜୈବିକ କୀଟନାଶକକୁ ନେଇ ସଚେତନତା

ପାରଳାଖେମୁଣ୍ଡି, ୩୦ ।୩ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣୀପେଣ୍ଠ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ୪ର୍ଥ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜୈବିକ କୀଟନାଶକକୁ ନେଇ ସଚେତନତା ପ୍ରଦର୍ଶନ କରିଥିଲେ । ଗ୍ରାମର କୃଷକ ମାନଙ୍କୁ ଗ୍ରାମୀଣ
Read More...

ଘୁ. ଉଦୟଗିରି ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଘୁ. ଉଦୟଗିରି,୩୦/୩ :- ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱଗ୍ରହଣ ପରେ ନବନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ପରିଷଦ ବୈଠକ ଡାକିଥିଲେ
Read More...

ଆରସ୍ମିନ ଜନତା ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନମେଳା, ୧୦୨ ପ୍ରକଳ୍ପ ପ୍ରଦର୍ଶିତ

ଘୁ. ଉଦୟଗିରି,୩୦/୩: ଘୁ.ଉଦୟଗିରି ବ୍ଲକ ଅଧିନରେ ଥିବା ଗ୍ରେସିଙ୍ଗିଆ ପଞ୍ଚାୟତର ଆରସ୍ମିନ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଏକ ଦିବସୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜମୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବ୍ଲକସ୍ତରୀୟ ବିଜ୍ଞାନ
Read More...

ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କଲେ ନିର୍ମଳା ସେଠୀ

ଗଜପତି,୩୦/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳା ସେଠୀ । କାର୍ଯ୍ୟାଳୟ ପରିସରରେ ଆଜି ବହୁ ବିଜେଡି କର୍ମୀ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୌର ପରିଷଦ ଅଧ୍ୟକ୍ଷାଙ୍କୁ ପୁଷ୍ପମାଲ୍ୟ ଓ
Read More...

ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ

ବୌଦ୍ଧ,୩୦/୩- ସ୍ଥାନୀୟ ଟାଉନ୍‌ହଲ୍‌ଠାରେ ଆଜି ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ଅଭୟ କୁମାର
Read More...

ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ

ବୌଦ୍ଧ,୩୦/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାଲ ଠାରେ ବିଦ୍ୟାଳୟସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତୃପ୍ତିରଞ୍ଜନ ଦାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ
Read More...

ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଡାଇଲେସିସ୍‌ ୟୁନିଟ ସ୍ଥାପନ ପାଇଁ ଦାବି

ସୁବର୍ଣ୍ଣପୁର,୩୦/୩ - ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାଇଲେସିସ୍‌ ସେବା ଚାଲୁକରିବା ପାଇଁ ଆଜି ପରିବର୍ତ୍ତନ ଗୃପ ପକ୍ଷରୁ ସ୍ଥାନୀୟ ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉକରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ହଜାର ହଜାର କିଡନୀ ରୋଗୀ ଥିବାବେଳେ ଶହଶହ ଲୋକ ପ୍ରତିଦିନ ଡାଇଲିସିସ୍‌ର
Read More...

ପୂଜକଙ୍କ ମଧ୍ୟରେ ମନ୍ଦିର ସେବାନେଇ ବିବାଦ, ମହାବୀର ମନ୍ଦିରରେ ତାଲା

ପୁରୀ,୩୦/୩- ପୁରୀର ପ୍ରସିଦ୍ଧ ଶିରୁଳୀ ମହାବୀର ମନ୍ଦିରରେ ପଡ଼ିଲା ତାଲା । ସେବା ଓ ଦକ୍ଷିଣାକୁ ନେଇ ପୂଜକଙ୍କ ମଧ୍ୟରେ ସୃଷ୍ଠି ହୋଇଛି ବିବାଦ । ଦୀର୍ଘଦିନର ବିବାଦ ଆଜି ଉଗ୍ର ରୂପ ନେଇଛି । ଦୁଇ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମନ୍ଦିରରେ
Read More...

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଦଶପଲ୍ଲା,୩୦/୩: - ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ

ସୁବର୍ଣ୍ଣପୁର,୨୯ /୩ - ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ନୂତନ ଟାଉନହଲ ସୋନପୁରଠାରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ବିଶ୍ୱରଂଜନ ପତି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁରଙ୍କ ପୌରାହିତ୍ୟରେ
Read More...