ନୂଆବର୍ଷ ପାଳନ ପାଇଁ ଚାହୁଁଥିଲେ, ଏହି ସବୁ ସ୍ଥାନଗୁଡ଼ିକୁ ପରିଦର୍ଶନ କରନ୍ତୁ

ନୂତନବର୍ଷ ସମସ୍ତଙ୍କ ପାଇଁ ବହୁତ ସ୍ୱତନ୍ତ୍ର, ଏବଂ ଲୋକମାନେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି କରନ୍ତି। କେତେକ ଘରେ କିମ୍ବା ରେଷ୍ଟୁରାଣ୍ଟରେ ପାର୍ଟି କରିବାକୁ ପସନ୍ଦ କରନ୍ତି, ଯେତେବେଳେ ଅନ୍ୟମାନେ ନୂତନ ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରନ୍ତି। ଯଦି ଆପଣ ମଧ୍ୟ ନୂତନ
Read More...

‘ଧୁରନ୍ଧର’ ଦେଖି ପାକିସ୍ତାନ ସ୍ତବ୍ଧ

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଧୂରନ୍ଧର ପ୍ରଶଂସା ଏବଂ ସମାଲୋଚନା ଉଭୟର ସମ୍ମୁଖୀନ ହେଉଛି। ଏହି ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ କିଛି ଦେଶରେ ଏହାକୁ ନିଷିଦ୍ଧ ମଧ୍ୟ କରାଯାଇଛି। ଏହି ଚଳଚ୍ଚିତ୍ରକୁ "ପାକିସ୍ତାନ ବିରୋଧୀ ଚଳଚ୍ଚିତ୍ର" ବୋଲି ମଧ୍ୟ
Read More...

ଚଣ୍ଡିଗଡରେ ଟିମ୍ ଇଣ୍ଡିଆର ଫ୍ଲପ୍ ଶୋ; ନିରାଶ ହେଲେ ପ୍ରଶଂସକ, ମ୍ୟାଚ୍ ଶେଷ ହେବା ପୂର୍ବରୁ ଅଧା ଷ୍ଟାଡିୟମ ଖାଲି

ଚଣ୍ଡିଗଡ: ପ୍ରଥମ ଥର ପାଇଁ, ଟିମ୍ ଇଣ୍ଡିଆର ତାରକାମାନେ ନୂତନ ମୋହାଲି ଗ୍ରାଉଣ୍ଡରେ ଏକ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଲେ। ତିନି ଜଣ ପଞ୍ଜାବୀ ଏବଂ ଦୁଇଜଣ ସ୍ଥାନୀୟ ଖେଳାଳି, କିନ୍ତୁ ସମସ୍ତେ ଦର୍ଶକଙ୍କୁ ନିରାଶ କଲେ। ଅଭିଷେକ ଏବଂ ଗିଲଙ୍କ ବ୍ୟାଟିଂ ଭଲ ପ୍ରଦର୍ଶନ କରିବାରେ ବିଫଳ
Read More...

ବାରରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ

ଭୁବନେଶ୍ବର: ରାଜଧାନୀର ସତ୍ୟବିହାରରେ ଥିବା ଏକ ବାରରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ସମଗ୍ର ଅଞ୍ଚଳ ଧୂଆଁମୟ। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।ସୂଚନା ଅନୁଯାୟୀ ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ
Read More...

ଏମଭି-୨୬ ଗାଁକୁ ଫେରିଛି ଶାନ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି-୨୬ ଗାଁକୁ ଫେରିଛି ଶାନ୍ତି। ଗୁରୁବାର ରାତିରେ ଗାଁରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତ ପଦକ୍ଷେପ ବିଷୟରେ ଆରଡିସିଙ୍କୁ ଅବଗତ କରାଇଛନ୍ତି।
Read More...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା
Read More...

୮ମ ବିବାହ ବାର୍ଷିକୀ ପାଳୁଛନ୍ତି ବିରୁଷ୍କା, ଏହିଠାରୁ ଆରମ୍ଭ ହୋଇଥିଲା ପ୍ରେମ

ନୂଆଦିଲ୍ଲୀ। ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଆଜି ସେମାନଙ୍କର ଅଷ୍ଟମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଦମ୍ପତି ଡିସେମ୍ବର ୧୧, ୨୦୧୭ରେ ଇଟାଲୀର ଟସ୍କାନିର ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ
Read More...

ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଆରମ୍ଭ ହେଲା ସ୍ପେଶାଲ୍ ଡ୍ରାଇଭ୍

ବାଲିଗୁଡ଼ା: ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେଙ୍କ ନେତୃତ୍ୱରେ ଖୋଲା
Read More...

ଶୀତରେ ଥରୁଛି ଓଡିଶା

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି। ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି। ଶୀତରେ ହାତଗୋଡ଼ କୋଲ ମାରିଯାଉଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)
Read More...

ଚନ୍ଦ୍ର ବିଷୟରେ ନୂଆ ତଥ୍ୟ ଦେଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି ଭାରତର ଚନ୍ଦ୍ରଯାନ-୩ । ଏହାର ପୃଷ୍ଠ ନିକଟରେ ଆଶ୍ଚର୍ଯ୍ୟଜନକ ଭାବେ ଗତିଶୀଳ ଓ ବୈଦ୍ୟୁତିକ ରୂପେ ସକ୍ରିୟ ପରିବେଶ ବିଷୟରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୨୦୨୩, ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩
Read More...