ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର , ଆମ୍ବୁଲାନ୍ସ ନଆସିବାରୁ ମେଡିକାଲରେ ଉତ୍ତେଜନା
ଗଣିଆ : ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଜଣକ ବିଜୟନଗର ମଳିକ ସାହିର କ୍ରିଷ୍ଣା ମଲ୍ଲିକ । ସେ ରବିବାର ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଏକ ଲୁହାଖୁଣ୍ଟରେ ନିଜ ବୁଲେଟଟିକୁ ମାଡ କରିଥିଲେ । ତାଙ୍କ ଡ଼ାହାଣ ଗୋଡ଼ ଏବଂ!-->…
Read More...
Read More...