ଦୁଇ ଦିନିଆ ପରିବେଶ ସମ୍ବନ୍ଧୀୟ ଜୈବିକ କୃଷି ଉପରେ ତାଲିମ ଶିବିର

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଚଚରାଭଟ୍ଟାଠାରେ ଦୁଇଦିନିଆ ପରିବେଶ ସମ୍ବନ୍ଧିତ ଜୈବିକ କୃଷି ଉପରେ ତାଲିମ କାର୍ଯ୍ୟକ୍ରମ ଆର୍‌ସିଡିସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖପ୍ରାଖୋଲ ଖାଦ୍ୟ ସୁରକ୍ଷା ମହାସଂଘ ଖପ୍ରାଖୋଲ ଗ୍ରାମ ବିକାଶ କମିଟି
Read More...

ମହିଳା ବିଶ୍ୱକପ : ବାଂଲାଦେଶକୁ ହରାଇଲା ଭାରତ

ହାମିଲଟନ : ଆଇସିସି ମହିଳା ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୨ ତମ ଲିଗ୍‌ ମ୍ୟାଚ୍‌ ହାମିଲଟନ୍‌ ସ୍ଥିତ ସେଡନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ମିତାଲି ରାଜଙ୍କ ଅଧିନାୟକତ୍ୱ କରିଥିବା ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ୧୧୦ ରନରେ ପରାସ୍ତ
Read More...

ବଙ୍ଗଳାରେ ପୁଣି ହିଂସା ! ଟିଏମସି ନେତାଙ୍କୁ ହତ୍ୟା ପରେ ଜାଳିଦେଲେ ଘର, ୧୦ ଜୀବନ୍ତ ଦଗ୍ଧ

କୋଲକତା : ବିଧାନସଭା ନିର୍ବାଚନ ପରେ ହିଂସାର ସମ୍ମୁଖୀନ ହୋଇଥିବା ବଙ୍ଗଳାରେ ସମାନ ପର୍ଯ୍ୟାୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ସୋମବାର ଦିନ ଟିଏମସିର ପଞ୍ଚାୟତ ନେତାଙ୍କ ହତ୍ୟା ପରେ ଘଟିଥିବା ହିଂସାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଲୋକଙ୍କ ଘରେ ନିଆଁ
Read More...

ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ନବରଙ୍ଗପୁର : ଓଡ଼ିଶାର ୩୦ଟି ଜିଲ୍ଲା ସହ ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁୁଆଲ) ଜରିଆରେ କରିଛନ୍ତି । ଜିଲ୍ଲା କୋର୍ଟ
Read More...

ବିଜେଡିର ବାଇକ୍‌ ରାଲିରେ ଯୋଗ ଦେଲେ ବିଧାୟକ

ଘୁ ଉଦୟଗିରି: ଉଦୟଗିରିର ପୌର ନିର୍ବାଚନ ନିମନ୍ତେ କେବଳ ଗୋଟିଏ ଦିନ ବାକି ଥିବା ବେଳେ ସମସ୍ତ ଦଳ ନିଜର ଶକ୍ତି ପ୍ରଚାର ମଇଦାନରେ ଦେଖାଉଛନ୍ତି । କିଏ ଘର ଘର ବୁଲି ଲୋକମାନଙ୍କୁ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ତ କିଏ ମାରାଥନ ପ୍ରଚାର କରି ଭୋଟର ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି ।
Read More...

ସ୍ୱାମୀଙ୍କ ଦଶାହରେ ଚାଲିଗଲେ ସ୍ତ୍ରୀ

ବାସୁଦେବପୁର:ସ୍ୱାମୀଙ୍କ ଦଶାହ କ୍ରିୟା ବେଳେ ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଂଚଳରେ । ସୂଚନା ଅନୁସାରେ ଚଳିତ ପଂଚାୟତ ନିର୍ବାନରେ ସମିତି ସଭ୍ୟା ଭାବେ ହାରିଥିଲେ ସୁମତି ପରିଡା  । ବିଜୟ
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ହାସ୍ୟ ଅଭିନେତା କପିଲ ଶର୍ମା

ପୁରୀ : ହାସ୍ୟ ଅଭିନେତା କପିଲ ଶର୍ମା ଆଜି ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ତେବେ ସେ ପ୍ରଥମ ଥର ପାଇଁ ଆସି ମହାପ୍ରଭୁଙ୍କ ଦର୍ଶନ ପାଇ ଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । କପିଲ ଶର୍ମା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଂଚିବା ପରେ ସେବାୟତମାନେ
Read More...

କଣ୍ଟାବାଞ୍ଜି ପୌର ନିର୍ବାଚନ : ବିଜେଡିର ରୋଡ଼ ସୋ

କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୌର ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ଓ ମେମ୍ବର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ପ୍ରସାର ଚାଲିଥିବା ବେଳେ ରୋଡ଼ ସୋରେ ଗୁଣାତ୍ମକ ଜନ ସମର୍ଥନ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ଆରମ୍ଭ ହୋଇ ଇନ୍ଦିରା ଛକ, ଶାସ୍ତ୍ରୀ ଛକ ହୋଇ
Read More...

ପ୍ରିୟଙ୍କାଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କଂଗ୍ରେସର ଅତ୍ୟନ୍ତ ଖରାପ ପ୍ରଦର୍ଶନ ପରେ ରାଜ୍ୟ ସଭାପତି ଅଜୟ କୁମାର ଲାଲୁଙ୍କ ଇସ୍ତଫା ମାଗିଥିଲେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କିନ୍ତୁ ୟୁପି ଦାୟିତ୍ୱରେ ଥିବା ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ପଦବୀକୁ ନେଇ ପ୍ରଶ୍ନ ଉଠିଛି । ଦଳର ନେତା ତଥା ପୂର୍ବତନ
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ଭିଜିଲାନ୍ସ ରେଡ଼ ଚାଲିଛି । ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି
Read More...