ପୁଣି କମିଲା ଆଇପିଏଲ ଟିଭି ରେଟିଂ

ନୂଆଦିଲ୍ଲୀ,୧୫/୪: ଆଇପିଏଲର ଟିଭି ରେଟିଂରେ ହ୍ରାସ ଧାରା ଜାରି ରହିଛି । ଏହାକୁ ନେଇ ବିସିସିଆଇ ଖୁବ ଚିନ୍ତିତ । ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ ପାଇଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ
Read More...

ଆଇପିଏଲ୍‌ରେ ପଶିଲା କରୋନା

ମୁମ୍ବାଇ,୧୫/୪ : ଏତେ ଜଗିକି ମଧ୍ୟ କିଛି ଲାଭ ହେଲାନି । ଆଇପିଏଲରେ ପୁଣି ପଶିଲା କରୋନା । ଆଇପିଏଲର ଚଳିତ ସଂସ୍କରଣରେ ସୁରକ୍ଷା ବଳୟ ଭେଦ କରିଛି କରୋନା । ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫିଜିଓ ପଜିଟିଭ୍‌ ହେବା ପରେ ଟିମ୍‌ର
Read More...

ଆକାଂକ୍ଷା ଓ ସିଦ୍ଧାନ୍ତ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ଓ ସିଦ୍ଧାନ୍ତ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ବିଷୁବ ମିଳନ ୨୦୨୨ ପାଳିତ ହୋଇଯାଇଛି । ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ
Read More...

ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ

ଦଶପଲ୍ଲା :- ନୟାଗଡ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜ୍‌ରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ
Read More...

ଅମଲାତନ୍ତ୍ର ଉପରେ ବର୍ଷିଲେ ସିଜେଆଇ

ନୂଆଦିଲ୍ଲୀ : ଦେଶରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମେତ ବିଭିନ୍ନ କୋର୍ଟମାନଙ୍କରେ କାର୍ଯ୍ୟଗତ ଚାପ ବହୁମାତ୍ରାରେ ବଢୁଛି । କୋର୍ଟମାନଙ୍କରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବା ବେଳେ ମାମଲା ସଂଖ୍ୟା ବହୁ ସଂଖ୍ୟାରେ ବଢୁଛି । ଏଭଳି ସ୍ଥିତିରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା କଷ୍ଟକର
Read More...

ପ୍ରତି ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୫/୪ : ଆଗାମୀ ଦିନରେ ଦେଶରେ ଚିକିତ୍ସା ତଥା ଚିକିତ୍ସା ସେବା କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଘଟିବ । ଲୋକେ ଚିକିତ୍ସା କ୍ଷେତ୍ରରେ ଯେଉଁ ଅଭାବ ଭୋଗୁଛନ୍ତି,ତାହା ଆଉ ରହିବ ନାହିଁ । ସରକାର ପ୍ରତି ଜିଲ୍ଲାରେ ମେଡିକାଲ୍‌ କଲେଜ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ଫଳରେ
Read More...

ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଶତାଧିକ ବିମାନଯାତ୍ରୀ

ନୂଆଦିଲ୍ଲୀ,୧୫/୪: ଆଉ ଟିକେ ଡେରି ହୋଇଥଲେ ଜଳିଯାଇଥାନ୍ତେ ଶତାଧିକ ବୀମାନ ଯାତ୍ରୀ । କିନ୍ତୁ ଉନିବା ଅବସ୍ଥାରେ ଥିବା ଏହି ବିମାନର କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଯାତ୍ରୀମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏକ ଇଣ୍ଡିଗୋ ବିମାନ ସହିତ ହୋଇଥିଲା ଏଭଳି ଘଟଣା । ଇଣ୍ଡିଗୋ
Read More...

କରୋନାରୁ ସୁସ୍ଥ ହେଲେଣି ୪.୨୫ କୋଟି

ନୂଆଦିଲ୍ଲୀ,୧୫/୪: ଆଜି ଦେଶରେ କରୋନାର ଦୈନିକ ସଂକ୍ରମଣ କମିଛି । ଏହା ହଜାରେ ତଳେ ରହିଛି । କେନ୍ଦ୍ର ସ୍ୱାସ୍ତ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୪୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୬ମୃତ୍ୟୁ ରେକର୍ଡ କରାଯାଇଛି । ୨୪
Read More...

ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ,୧୫/୪- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣେତା ବାବାସାହେବ ଡଃ ବି ଆର୍‌ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଅବସରରେ କଚେରୀ ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
Read More...

ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ

ବୌଦ୍ଧ,୧୫/୪- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ରତ୍ନ, ସମାଜ ସଂସ୍କାରକ , ନାରୀ ମୁକ୍ତିଦାତା , ପ୍ରବାଦ ପୁରୁଷ , ସଂବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ତିଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଭାରତୀୟ ସମ୍ବିଧାନ
Read More...