ଓଲଟିଲା ଯାତ୍ରୀବାହୀ ବସ୍

0 126

ସୁନ୍ଦରଗଡ : ସୁନ୍ଦରଗଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ । ବଏଲମା ଠାରୁ ସୁନ୍ଦରଗଡକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଝରିଆପାଲି ଠାରେ ଓଲଟିପଡିଥିଲା । ତେବେ ଏଥିରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

hiring

ସୂଚନା ଥାଉକି, ବସରେ ୪୦ ରୁ ଅଧିକ ଯାତ୍ରୀ ଯାତାୟତ କରୁଥିଲେ । ଲେଫ୍ରିପଡା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରି ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

hiranchal ad1
Leave A Reply

Your email address will not be published.

ten + nine =