ଦଶପଲ୍ଲା ଅଂଚଳରେ ଭୂମିକମ୍ପ
ଦଶପଲ୍ଲା : ଆଜି ପୂର୍ବାହ୍ନ ୧୧ .୨୨ ମିନିଟ ସମୟେ ଦଶପଲ୍ଲା ଅଂଚଳରେ ୩୦ ସେକେଣ୍ଡ ବ୍ୟବଧାନରେ ଦୁଇଥର ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିତୀୟ ଥର ଭୂମିକମ୍ପ ବେଳକୁ ଲୋକମାନେ ଭୟରେ ବାହାରକୁ ଚାଲିଆସିଥିଲେ ।
Read More...
Read More...
Recover your password.
A password will be e-mailed to you.
Recover your password.
A password will be e-mailed to you.