ମହାପ୍ରଭୁଙ୍କୁ ଦର୍ଶନ କଲେ ପିସିସି ସଭାପତି
ପୁରୀ- ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ହରିୟାଣାର କଂଗ୍ରେସ ସାଂସଦ ଦିପେନ୍ଦ୍ର ସିଂ ହୁଡ଼ା। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ପୁରୀ!-->…
Read More...
Read More...