ଆରସିବି କ୍ୟାମ୍ପରେ ଯୋଗଦେଲେ ବିରାଟ, ଦଳ ଏମିତି କଲା ସ୍ୱାଗତ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୧୫ ତମ ସିଜନ୍‌ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରସ୍ତୁତି ଜୋରସୋରରେ ଚାଲିଛି । ତିନିଥର ଆଇପିଏଲ ଫାଇନାଲ ଖେଳିଥିବା ଆରସିବି ପାଇଁ ଏକ ଖୁସି ଖବର ସୋମବାର ଏହାର ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳରେ ଯୋଗ
Read More...

ରାଜ୍ୟରେ ମୁଣ୍ଡ ଫଟା ଖରା, ଜାଣନ୍ତୁ ଆଜି କେଉଁ ସହରରେ କେତେ ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ହେଲାଣି ତାତି । ମୁଣ୍ଡ ଫଟା ଖରାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହେଲାଣି । ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡା ହେଉଛି ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ଠିକ୍‌ ସେହିପରି ଟିଟଲାଗଡ,
Read More...

ନୂଆ ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମାନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଆଜି ସେମାନଙ୍କ ମନ୍ତ୍ରୀ ପଦ ମିଳିଛି। ଦୁଇ ଦିନ ତଳେ ୧୦ ଜଣ ଆପ୍ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ କାହାକୁ କେଉଁ ବିଭାଗ ମିଳିବ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସ୍ମୃତି ସମ୍ମାନ

ଫୁଲବାଣୀ: କନ୍ଧମାଳର ଜଣାଶୁଣା ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ଶ୍ରୀ ଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ,ଅଗ୍ନିସ୍ପୁଲିଙ୍ଗ, ରାଉରକେଲା ଓ ପୂଜ୍ୟ ପୂଜା ପରିଷଦ, କଟକ ତରଫରୁ ସମ୍ମାନ ଜନକ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସମ୍ମାନ ପ୍ରଦାନ କରାଯାଇଛି । କର୍ମବୀର
Read More...

ପାଟଣାଗଡ଼ ପୌର ନିର୍ବାଚନ: ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ ୭ ନଂ ୱାର୍ଡ କାଉନସିଲରଙ୍କ ପାଇଁ ପ୍ରଚାର…

ପାଟଣାଗଡ଼ : ପାଟଣାଗଡ଼ ପୌର ନିର୍ବାଚନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ପାଟଣାଗଡ଼ ପୌର ନିର୍ବାଚନ ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ କାଉନସିଲରଙ୍କ ପାଇଁ ପାଟଣାଗଡ଼ ସହରର ସମସ୍ୟା ରହିଥିବା ପୋଷ୍ଟର ଲଗାଇ ଅଭିନବ ଢ଼ଙ୍ଗରେ ଆଜି ୱାର୍ଡ ନଂ ୭ ବାବାଜୀପଡ଼ା ସ୍ଥିତ
Read More...

ବିଶ୍ୱ ବନ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ସମ୍ବଳ ତାଲିମ କେନ୍ଦ୍ରଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ
Read More...

ବନୀକରଣ,ନର୍ସରୀ କୌଶଳ,ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ତାଲିମ

ନବରଙ୍ଗପୁର: ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ ସଭାଗୃହରେ ବନୀକରଣ, ନର୍ସରୀ କୌଶଳ, ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ବନାଞ୍ଚଳ୍‌ ଅଧିକାରୀ,ବନପାଳ ଓ ବନ କର୍ମଚାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବନଖଣ୍ଡ ସହକାରୀ
Read More...

ସମୁଲେଇ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମୁଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ୱାର୍କସ ବିଭାଗର
Read More...

ପୌର ନିର୍ବାଚନ: ସରଗରମ ନୟାଗଡ଼ ରାଜନୀତି

ଦଶପଲ୍ଲା : ଦିନକୁ ଦିନ ସରଗରମ ହେବାରେ ଲାଗିଛି ନୟାଗଡ଼ ପୌର ନିର୍ବାଚନ ରାଜନୀତି । ବିଶେଷ କରି ସାତ ନମ୍ବର ୱାର୍ଡରେ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବାର ଲକ୍ଷ୍ୟ କରାଯାଉଛି । ବିଜେଡି ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ର ନବୀନ ସରକାର ଏବଂ ବିଧାୟକ ଡ.ଅରୁଣ କୁମାର
Read More...

ମାନସ ସ୍ୱାଇଁ ହତ୍ୟା ଘଟଣା : ପୂର୍ବତନ ପ୍ରଶାସନିକ ଅଧିକାରୀ ଗିରଫ

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି  । ସେହିପରି ରଞ୍ଜନ କୁମାର ନାୟକ ନାମକ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି  । ଶର୍ମିଷ୍ଠା ରାଉତର ସହଯୋଗୀ ଝୁନା ପୁଲିସ କବଜାରେ ରହିଥିବା ଜାଣିବାକୁ ମିଳିଛି  ।
Read More...