ଚୀନ୍ରେ ଭୟଙ୍କର ବିମାନ ଦୁର୍ଘଟଣା : ସଂଖ୍ୟାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ବେଜିଂ,୨୧/୩ : ଚୀନରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଏହି ୭୩୭ ବୋଇଂ ବିମାନଟି ଆଜି କୁନମିଙ୍ଘରୁ ଗୁଆଙ୍ଗଝୋ ଯାଉଥିବା ବେଳେ ପାହାଡ଼ରେ ଧକ୍କା ଖାଇ ଜଳିଯାଇଥିଲା । ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ । ମୃତାହତ ସଂପର୍କରେ ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ସଂଖ୍ୟାଧିକ ଯାତ୍ରୀ!-->…
Read More...
Read More...