ରାଜ୍ୟସଭା ପାଇଁ ଆପ୍‌ ପ୍ରାର୍ଥୀ ହେବେ ହରଭଜନ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ୍‌ର ହରଭଜନ ସିଂହ ଲଢିବେ ରାଜ୍ୟସଭା ନିର୍ବାଚନ । ତେବେ କଂଗ୍ରେସ ନୁହେଁ କି ବିଜେପି ନୁହେଁ,ସେ ଆପ୍‌ ଦଳର ପ୍ରାର୍ଥୀଭାବେ ଲଢିବେ । ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପଞ୍ଜାବରୁ ‘ଆପ୍‌’ର ପ୍ରାର୍ଥୀ ହେବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ
Read More...

ଏହି ଦେଶରେ ଦିନକରେ ସଂକ୍ରମିତ ହେଲେ ୬ ଲକ୍ଷ

ସିଓଲ,୧୭/୩ : ଦକ୍ଷିଣ କୋରିଆରେ କୋଭିଡ ସ୍ଥିତି ଏବେ ସାଂଘାତିକ । ଦିନକରେ ସଂକ୍ରମିତ ହୋଇଛନ୍ତି ୬ ଲକ୍ଷ । ଏହି ସମୟରେ କରୋନା ଯୋଗୁ ଦେଶରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ମାମଲା ସହିତ ଦେଶରେ ଗୋଟିଏ ଦିନରେ କରୋନା ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଦେଶରେ ଦୈନିକ ସଂକ୍ରମଣ
Read More...

ଗାନ୍ଧି ଅନୁଗତଙ୍କୁ ହଟାଇବା ଅଭିଯାନରେ ଜି-୨୩

ନୂଆଦିଲ୍ଲୀ,୧୭/୩ : ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଦଳକୁ ସଜାଡ଼ି ଏହାର ପୁନରୁଦ୍ଧାର ଦିଗରେ ଜୋରଦାର ଓ କଡ଼ା ଅଭିଯାନ ଆରମ୍‌ଭ କରିଦେଇଛନ୍ତି । ଏହି ରାଜ୍ୟଗୁଡ଼ିକର କଂଗ୍ରେଓ ସଭାପତିମାନଙ୍କୁ ହଟାଇ ସେମାନଙ୍କ
Read More...

୪୫ ଦିନରେ ଭାରତ ନିର୍ମାଣ କଲା ୭ ମହଲା କୋଠା

ନୂଆଦିଲ୍ଲୀ,୧୭/୩ : ବହୁମହଲା ବିଶିଷ୍ଟ କୋଠା ନିର୍ମାଣ କ୍ଷେତ୍ରରେ ଭାରତ ରେକଡର଼୍ ସୃଷ୍ଟି କରିଛି । ମାତ୍ର ୪୫ ଦିନରେ ନିର୍ମିତ ହୋଇପାରିଛି ଏକ ସାତ ମହଲା କୋଠା । ଏହି ରେକଡର଼୍ କରିଛି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ ବା ଡିଆରଡିଓ । ବେଙ୍ଗାଲୋର ଠାରେ ବୈମାନିକ ବିକାଶ ପ୍ରତିଷ୍ଠାନ
Read More...

ସଂସ୍କାରଭାରତୀ ପଶ୍ଚିମ ପ୍ରାନ୍ତ ପକ୍ଷରୁ କରମସାନି ମହୋତ୍ସବ ପାଳନ

ସୁବର୍ଣ୍ଣପୁର : ଆଜାଦି କେ ଅମୃତ ମହୋତ୍ସବ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଗ୍ରାମରେ ସଂସ୍କାରଭାରତୀର ପଶ୍ଚିମ ପ୍ରାନ୍ତ ପକ୍ଷରୁ ଜିଲ୍ଲାର ୫୦୦ କରମସାନି କଳାକାରମାନଙ୍କୁ ନେଇ କରମସାନି ମହୋତ୍ସବ ପାଳନ କରାଯାଇଥିଲା । ଏହି ମହୋତ୍ସବରେ
Read More...

ବୌଦ୍ଧଗଡ ଏନଏସି ନିର୍ବାଚନ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ

ବୌଦ୍ଧ : ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆଜି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ୱାର୍ଡ ବୁଟୁପାଲି ଗ୍ରାମରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଓ ଚେୟାରମ୍ୟାନ ପ୍ରାର୍ଥୀ ଯୁଗଳ କିଶୋର ସାମଲଙ୍କ ସମେତ ୱାର୍ଡ
Read More...

ସେବାୟତଙ୍କୁ ଗୁଳି କରି ହତ୍ୟା ମାମଲା, ଖୁବଶୀଘ୍ର ଗିରଫ ହେବେ ସମସ୍ତ ଅଭିଯୁକ୍ତ

ପୁରୀ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପୋଲିସର ବିଭିନ୍ନ ଦଳ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛନ୍ତି । ସମସ୍ତ ଅପରାଧୀଙ୍କୁ ପୋଲିସ ଚିହ୍ନଟ କରିସାରିଛି ।
Read More...

ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣକୁ ପୁରୀ ଜିଲ୍ଲା ଓକିଲ ସଂଘର ବିରୋଧ, କଲେ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ : ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ ଜାରି ରହିଥିବାରୁ ଗତକାଲି ଏତଲା ପରେ ଆଜି ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ପ୍ରତିବାଦ ଓକିଲ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖ ରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ସହର । ଦେଶର ଅନ୍ୟାନ୍ୟା ଧାର୍ମିକ ପୀଠ ଅପେକ୍ଷା
Read More...

କରୋଲିନା ବାଏଲସ୍କା ହେଲେ ବିଶ୍ୱ ସୁନ୍ଦରୀ

ନୂଆଦିଲ୍ଲୀ: ୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ପୋଲାଣ୍ଡର କରୋଲିନା ବାଏଲସ୍କା । ପ୍ୟୁଟ୍ରୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା ୭୦ ତମ ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା । ପ୍ୟୁର୍ଟୋ ରିକୋର ସାନ ସ୍ଥିତ ଜୁଆନର କୋକାକୋଲା ମ୍ୟୁଜିକ୍ ହଲରେ ମିସ୍ ୱାର୍ଲ୍ଡ ୨୦୨୧
Read More...

କଣ୍ଟାବାଞ୍ଜି ଆପ ପକ୍ଷରୁ ବିଜୟ ଉତ୍ସବ ପାଳିତ

କଣ୍ଟାବାଞ୍ଜି : ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଶପଥ ନେବା ଅବସରରେ ଆମ ଆଦମୀ ପାର୍ଟି କଣ୍ଟାବାଞ୍ଜି ତରଫରୁ ସ୍ଥାନୀୟ ଇନ୍ଦିରାଛକଠାରେ ବିଜୟ ଦିବସ ପାଳନ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରାଙ୍କ ନେତୃତ୍ୱରେ ଏହି ସଭାରେ ବିଷ୍ଣୁ ପୁଞ୍ଜି, ଖଜାନ
Read More...