ଦୁଇ ଶିକ୍ଷକ ନିଲମ୍ବିତ
ଫୁଲବାଣୀ:- ନିର୍ବାଚନ ପରିଚାଳନାରେ ଅବହେଳା ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଶିକ୍ଷକ ଦୁଇଜଣ ହେଲେ ରାଇକିଆ ବ୍ଳକର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ପାତ୍ର ଓ କେ.ନୂଆଗାଁ ବ୍ଲକର ସହକାରୀ ଶିକ୍ଷକ ନବ କିଶୋର ଓଝା। ଗତ ପଞ୍ଚାୟତ!-->…
Read More...
Read More...