ସରକାରୀ ଅର୍ଥ ଆତ୍ମସାତ୍ ମାମଲା, ପୁଣି ଜେଲଗଲେ ସିଧାମୂଳା ପୂର୍ବତନ ସରପଞ୍ଚ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ,ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ସିଧାମୂଳା ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ଦଳେଇ ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଦ୍ୱିତୀୟ ଥର ପାଇଁ ଜେଲ୍ ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ସରପଞ୍ଚ ଭାବେ କୈଳାସ ଚନ୍ଦ୍ର ଦଳେଇ ୨୦୧୨ରରୁ ୨୦୧୭ ମସିହା!-->…
Read More...
Read More...