ରାସ୍ତା କଡ଼ରେ ପଡ଼ି ରହିଛି ସ୍କୁଟି ଚାଳକଙ୍କ ମୃତଦେହ, ହତ୍ୟା ସନ୍ଦେହ
ପାଟଣାଗଡ଼: ପାଟଣାଗଡ଼ରୁ ପଦ୍ମପୁର ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲୁହାସିଂହା ଗ୍ରାମର ବିରେନ୍ଦ୍ର ମେହେର (୩୫) ପାଟଣାଗଡ଼ରୁ ନିଜ ଘରକୁ ଏକ ସ୍କୁଟି ଓଡି ୦୩ୟୁ ୯୮୮୧ରେ ଯାଉଥିବା ବେଳେ ବାଞ୍ଜିଝାଲ ଗ୍ରାମରେ!-->…
Read More...
Read More...