ଶ୍ରୀମନ୍ଦିରରେ ରାମ ନବମୀ ନୀତି
ପୁରୀ : ଆଜି ପବିତ୍ର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ରାମନବମୀ ନିତି । ପରମ୍ପରା ଅନୁଯାୟୀ ଚୈତ୍ର ଶୁକ୍ଲ ନବମୀ ଦିନ ମଧ୍ୟାହ୍ନ ଧୂପ ଉଠିଲେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ସୁଧ ସୁଆର ଭଣ୍ଡାର ଘର ଆଗରେ ପୋଛାମାରିବା ପରେ ପୂଜାପଣ୍ଡା ଆସି ଜନ୍ମମଣ୍ଡଳ କାଟନ୍ତି । ମଧ୍ୟାହ୍ନ ଧୂପ!-->…
Read More...
Read More...