ଚୀନରେ ବଢୁଛି କରୋନା ମାମଲା, ଚିନ୍ତାରେ ସରକାର
ବେଜିଂ : ଚାଇନାରେ କରୋନା ଭାଇରସ ମାମଲା ପୁଣି ଥରେ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଚୀନର ବହୁ ସହରରେ କରୋନା ପାଇଁ ସ୍ଥିତି ବିଗିଡିବାରେ ଲାଗିଛି । କେତେକ ସ୍ଥାନରେ ଲକଡାଉନ ମଧ୍ୟ ଲଗାଯାଇଛି । ଚାଇନାର ଷ୍ଟେଟ ମିଡିଆ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୧୪!-->…
Read More...
Read More...