ବିଜେଡ଼ିର ମୋତିରାମ ନାୟକ ଜିଲ୍ଲାପରିଷଦ ଅଧ୍ୟକ୍ଷ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ମୋତିରାମ ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଅପରାହ୍ନରେ ଜିଲ୍ଲାପାଳ କମଳାକାନ୍ତ ମିଶ୍ର ମୋତିରାମ ନାୟକଙ୍କୁ ଡିଆରଡିଏ ଅଫିସ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।!-->…
Read More...
Read More...