କ୍ରମାଗତ ଏଗାର ଥର ପାଇଁ ରେପୋ ରେଟ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮/୪ : କ୍ରମାଗତ ଏକାଦଶ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) । ଆରବିଆଇ ପକ୍ଷରୁ ରେପୋ ରେଟ୍ ହାରକୁ ପୂର୍ବଭଳି ୪%ରେ ସ୍ଥିର ରଖାଯାଇଛି । ସେହିପରି ରିଭର୍ସ ରିପୋ ରେଟ(ଆରଆରଆର) ୩.୩୫%ରେ ଅପରିବର୍ତ୍ତିତ ରହିଛି । ଏହାବାଦ ଦେଶର!-->…
Read More...
Read More...