ପୌର ନିର୍ବାଚନ: ଅଧ୍ୟକ୍ଷ ପଦବୀ ପାଇଁ ବିଜେପିରୁ ଯୁଗଳ ସାମଲ, ବିଜେଡିରୁ ମୃତ୍ୟୁଞ୍ଜୟ ମିଶ୍ର ଓ କଂଗ୍ରେସରୁ ଗଣେଶ…
ବୌଦ୍ଧ,୭/୩: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ଥିବାବେଳେ ସମସ୍ତଦଳ ତରଫରୁ ୧୭ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦପାଇଁ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦ ପାଇଁ ବିଜେପି ଦଳ ତରଫରୁ ଯୁଗଳ କିଶୋର ସାମଲ!-->…
Read More...
Read More...