‘ଗରୁଡ଼’ ବସ୍ ଦୁର୍ଘଟଣାଗ୍ରସ୍ତ : ୨୦ରୁ ଅଧିକ ଯାତ୍ରୀ ଆହତ
ସମ୍ବଲପୁର: ଆଜି ଏକ ବସ ଦୁର୍ଘଟଣାରେ ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଛି । ଆଜି ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ ନାମକ ବସର ଷ୍ଟିୟରିଂ ଲକ୍ ହୋଇଯିବାରୁ ଏହା ଯୁଯୁମୁରା ଥାନା ଅନ୍ତର୍ଗତ ଗରଗଡ଼ବାହଲ ରେଲୱେ ଓଭର ବ୍ରିଜ ନିକଟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା!-->…
Read More...
Read More...