ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ!
ନୂଆଦିଲ୍ଲୀ: ଆହୁରି ମହଙ୍ଗା ହୋଇପାରେ ପେଟ୍ରୋଲ ଡିଜେଲ ଦର। ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର। ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି କ୍ରୁଡ୍ ଅଏଲ୍। ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ପାର କରିଛି। ୨୦୧୪ ପରେ ପ୍ରଥମ ଥର!-->…
Read More...
Read More...