ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ଆସନ୍ତା
Read More...

ୟୁକ୍ରେନରୁ ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ସୁବର୍ଣ୍ଣପୁରର ଡାକ୍ତରୀ ଛାତ୍ର

ସୁବର୍ଣ୍ଣପୁର : ୟୁକ୍ରେନରେ ଡାକ୍ତରୀ ପଢୁଥିବା ଛାତ୍ର ଆଜି ଘରକୁ ସୁରକ୍ଷିତ ଫେରିବା ପରେ ତାଙ୍କ ପରିବାରରେ ତଥା ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଗତ ଦଶ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫସି
Read More...

ସାମ୍ନାକୁ ଆସିଲା ଆଇପିଏଲ କାର୍ଯ୍ୟସୂଚୀ, ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ସିଏସକେ-କେକେଆର

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ କାର୍ଯ୍ୟସୂଚୀ ପାଇଁ ଅପେକ୍ଷା ସମାପ୍ତ ହୋଇଛି > ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ତାରିଖ ସହିତ ବିସିସିଆଇ ନିକଟରେ ସ୍ଥାନ ଘୋଷଣା କରିଥିଲା, କିନ୍ତୁ ବର୍ତ୍ତମାନ ସିଜନ ୧୫ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କ୍ରିକବଜ୍‌ ଅନୁଯାୟୀ, ଭାରତରେ କ୍ରିକେଟ୍‌ ବୋର୍ଡ
Read More...

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା: ସବୁ କଳ୍ପନା ଜଳ୍ପନା ପରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବାଲିଗୁଡ଼ା
Read More...

ଏହି ଦୁଇ କଥାରେ ରାଗିଯାନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକଲିନ

ସିଂହଳୀ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଭିନ୍ନ ଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାର ରହିଥାନ୍ତି । ନିକଟରେ ସୁରେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କ ନାମକୁ ନେଇ ଖୁବ ଚର୍ଚ୍ଚା ହୋଇଥିବା ବେଳେ ତାଙ୍କର ଗୀତ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ହେଡଲାଇନରେ
Read More...

ଜାଳିଦେଲେ ଅଟୋ

ବଲାଙ୍ଗୀର : ଅଟୋ ଜାଳିଦେଲେ ଦୁର୍ବୃତ୍ତ । ସହର ଠାରୁ ୧୦କିମି ଦୂର ବଲାଙ୍ଗୀର-ଟିଟିଲାଗଡ ରାସ୍ତା ସିନଖମନ ଛକ ଠାରେ ସବୁଦିନ ଭଳି ଅଟୋର ମାଲିକ ଅନନ୍ତ କୁଅଁର ଗାଡି ରଖିଥିଲେ । ରାତିରେ କେହି ନିଆଁ ଲଗେଇ ଜାଳି ଦେଇଥିବା ନେଇ ସଦରଥାନାରେ ଅଭିଯୋଗ କରିଛନ୍ତି ଅନନ୍ତ କୁଅଁର । ଅଟୋକୁ କିଏ
Read More...

କପିଲ ଦେବଙ୍କ ଏହି ଖାସ ରେକର୍ଡ ଭାଙ୍ଗିଲେ ଅଶ୍ୱିନ

ମୋହଲି : ମୋହଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ତାରକା ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟ କ୍ରିକେଟରେ ଅଶ୍ୱିନ ବର୍ତ୍ତମାନ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍‌
Read More...

ଦିନିକିଆ ମହିଳା ବିଶ୍ୱକପ : ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ ୨୦୨୨ ର ଚତୁର୍ଥ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଆରମ୍ଭ ବିଜୟ ସହ କରିଛି । ପ୍ରଥମେ ବ୍ୟାଟିଂ କରି ପୂଜା, ସ୍ନେହା ଏବଂ ମନ୍ଧନାରୁ ଅର୍ଦ୍ଧଶତକୀୟ ସହାୟତାରେ ପାକିସ୍ତାନ ସମ୍ମୁଖରେ ଭାରତ ୨୪୫ ରନ୍‌
Read More...

ନାମାଙ୍କନରେ କଂଗ୍ରେସ ଆଗୁଆ

ବଲାଙ୍ଗୀର: କଂଗ୍ରେସ ଦଳର ବଲାଙ୍ଗୀର ପୌରାଧକ୍ଷା ଓ ସମର୍ଥିତ କାଉନସିଲର ଆଜି କରିଛନ୍ତି ନାମାଙ୍କନ । କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ କରିଥିଲେ । ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଓ ବହୁ କର୍ମକର୍ତ୍ତାଙ୍କ
Read More...

ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ଦଶପଲ୍ଲା : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଆପ୍‌ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୁଖ କବି ଓ ସାହିତ୍ୟିକମାନେ
Read More...