ଗୋଟିଏ ଜୁଇରେ ଜଳିଲା ସ୍ୱାମୀସ୍ତ୍ରୀଙ୍କ ଶବ

ଖୋର୍ଦ୍ଧା : ଗତ 2 ତାରିଖ ବୁଧବାର ଦିନ ପ୍ରାୟ ସନ୍ଧ୍ୟା 6 ଘଣ୍ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରମୀ ଗ୍ରାମର ଅବସରପ୍ରାପ୍ତ ଅର୍ଦ୍ଧ ସାମରିକ ବାହିନୀ ର କର୍ମଚାରୀ ବିକାଶ ଚନ୍ଦ୍ର ଶ୍ରୀଚନ୍ଦନ ଓ ତାଙ୍କ ଧର୍ମ ପତ୍ନୀ ନଳିନୀ ସାହୁ ମୋଟର ସାଇକେଲ ଯୋଗେ ଖୋର୍ଦ୍ଧା ରୁ ନିଜ
Read More...

ଦୀର୍ଘ ଦିନ ପରେ ନନ୍ଦିନୀ ରୂପରେ ରୁପେଲୀ ପରଦାକୁ ଫେରୁଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ଦୀର୍ଘ ବର୍ଷ ଚଳଚ୍ଚିତ୍ର ଜଗତକୁ ପୁଣି ଫେରିଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ରଖ୍ୟାତ ନିର୍ଦ୍ଦଶକ ମଣି ରତ୍ନମଙ୍କ ପୋନ୍ନୟିନ ସେଲଭନରେ ତାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ନିର୍ଦ୍ଦେଶକ ମଣିରତ୍ନମଙ୍କ ଚଳଚ୍‌ଚିତ୍ର ‘ପୋନ୍ନିୟିନ୍‌ ସେଲଭନ’ର ପୋଷ୍ଟର ଗୁୁରୁବାର
Read More...

ଏମସିଏସ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦୀନବନ୍ଧୁ ମହାନ୍ତିଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଏମସିଏସ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରାଧ୍ୟାପକ ମହାନ୍ତି ଦାୟିତ୍ୱ ଗ୍ରହଣ ପରେ ଟିକାବାଲି
Read More...

ତ୍ରିରଙ୍ଗାକୁ ଛାଡ଼ି ଋଷ୍‌ ରକେଟରୁ ହଟିଲା ଅନ୍ୟ ସବୁ ଦେଶର ପତାକା

ନୂଆଦିଲ୍ଲୀ : ଋଷ୍‌ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବା ଭିତରେ ଏଭଳି କେତକ ଘଟଣା ଘଟୁଛି,ଯାହା ବେଶ୍‌ ରୋଚକ । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଋଷ୍‌ ତାର ରକେଟରୁ ସବୁଦେଶର ଜାତୀୟ ପତାକାର ଚିହ୍ନକୁ ହଟାଇ ଦେଇଛି । କେବଳ ରହିଛି ଗୋଟିଏ ଦେଶର ପତାକା,ତାହା ହେଉଛି ତ୍ରିରଙ୍ଗା । ଭାରତର
Read More...

ଋଷ୍‌ ଉପରେ ଆକ୍ରମଣ କରିବ ୟୁକ୍ରେନ

ନୂଆଦିଲ୍ଲୀ: ଏବେ ଆଠ ଦିନ ହେଲା ୟୁକ୍ରେନ ଉପରେ ଆକ୍ରମଣ ଚଳାଇଛି ଋଷ୍‌ । ଆଉ ୟୁକ୍ରେନ ତାହାର ମୁକାବିଲା କରୁଛି । କିନ୍ତୁ ଏଣିକି ଆଉ ଆତ୍ମରକ୍ଷା ନୁହେଁ,ଋଷ୍‌ ଉପରେ ଆକ୍ରମଣ କରିବ ୟୁକ୍ରେନ । ଆଜି ଏଭଳି ଘୋଷଣା କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆଜି କହିଛନ୍ତି, ଏବେ
Read More...

ମେଡିକାଲ ପଢିବାକୁ ଆଉ ଯିବାକୁ ପଡ଼ିବନି ୟୁକ୍ରେନ,ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେତେ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି,ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମେଡିକାଲ ବିଦ୍ୟାର୍ଥୀ । ଭାରତରେ ମେଡିକାଲ ପାଠପଢା ବ୍ୟୟବହୁଳ ହେଉଥିବାରୁ ଏବଂ ୟୁକ୍ରେନରେ ଏହି ଖର୍ଚ୍ଚ ବହୁତ କମ ଥିବା ସାଙ୍ଗକୁ ଆଉ କେତେକ ଭଲ ସୁବିଧା ଥିବାରୁ ଭାରତରୁ
Read More...

ୟୁକ୍ରେନ-ଋଷ ଯୁଦ୍ଧ ପ୍ରଭାବ, ଓଡିଶାରେ ବଢିଲା ଖାଇବା ତେଲ ଦର

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ କବ୍ଜା କରିବାକୁ ଭୟଙ୍କର ଆକ୍ରମଣ କରିବାରେ ଲାଗିଛି ଋଷ । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଓଡ଼ିଶାରେ ପଡ଼ିଛି । ଯୁଦ୍ଧ ଫଳରେ ରାଜ୍ୟରେ ତୈଳ ଦର ବୃଦ୍ଧି ପାଇଛି ।
Read More...

ଚେତନାଧର୍ମୀ ପଥପ୍ରାନ୍ତ ନାଟକ “ଜିଁ ଥିଲେ ଜୀବକା’ ମଞ୍ଚସ୍ଥ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ନାଟ୍ୟଚକ୍ରର କଳାକାର ମାନଙ୍କ ଦ୍ୱାରା ସ୍ୱଚ୍ଛତାକୁ ନେଇ ପ୍ରସ୍ତୁତ ଏକ ପଥପ୍ରାନ୍ତ ନାଟକ ସହରର ବିଭିନ୍ନ ଛକ ରେ ପରିବେଷଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହାୟତାରେ ନାଟ୍ୟଚକ୍ରର କଳାକାର ମାନେ ସ୍ୱଚ୍ଛତା ବିଷୟରେ ଲୋକଙ୍କ
Read More...

ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ବାରଣାସୀ: ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ମାଧ୍ୟମରେ ଭାରତର ଯୁବପିଢ଼ିଙ୍କ ପାଖରେ ଥିବା ଜ୍ଞାନ, ବୌଦ୍ଧିକ କ୍ଷମତା, ସୃଜନଶୀଳତା ଓ ଅଭିନବ ଆଇଡ଼ିଆକୁ ଏକ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ ରହିଛି ବୋଲି ଗୁରୁବାର ଉତ୍ତରପ୍ରଦେଶର ବାରଣାସୀ ଠାରେ
Read More...

ଶହ ଶହ ସମର୍ଥକଙ୍କ ୧୧ୱାର୍ଡ କର୍ପୋରେଟର ଆଶାୟୀ ମିନତୀ ଜେନା ବିଧାୟକଙ୍କୁ ଭେଟିଲେ

ଭୁବନେଶ୍ୱର : ଆଜି ୱାର୍ଡ ନମ୍ବର ୧୧ ଜିଏଲ କଲୋନୀ, ଗୋଜବାୟାଣି ବସ୍ତି ତାରିଣୀ ବସ୍ତି, ତ୍ରିନାଥ ବସ୍ତି ମହାବୀରନଗର, ଧିରୁକୁଟି ଅଞ୍ଚଳରୁ ୫୦୦ରୁ ଉର୍ଦ୍ଧ୍ୱ ମହିଳା , ପୁରୁଷ ଓ ଯୁବ ଛାତ୍ର ମାନେ ମିଳିତ ହୋଇ ବିଜୁ ଜନତା ଦଳ ମହିଳା ନେତ୍ରୀ ତଥା ମିଶନ ଶକ୍ତି ସଦସ୍ୟା ମିନତୀ ଜେନାଙ୍କ
Read More...