ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଡାଇଲେସିସ୍ ୟୁନିଟ ସ୍ଥାପନ ପାଇଁ ଦାବି
ସୁବର୍ଣ୍ଣପୁର,୩୦/୩ - ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାଇଲେସିସ୍ ସେବା ଚାଲୁକରିବା ପାଇଁ ଆଜି ପରିବର୍ତ୍ତନ ଗୃପ ପକ୍ଷରୁ ସ୍ଥାନୀୟ ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉକରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ହଜାର ହଜାର କିଡନୀ ରୋଗୀ ଥିବାବେଳେ ଶହଶହ ଲୋକ ପ୍ରତିଦିନ ଡାଇଲିସିସ୍ର!-->…
Read More...
Read More...