୧୩ବର୍ଷ ବଡ ଆଇଏଏସଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା, ପ୍ରେମ ବିବାହ ପରେ ହୋଇଥିଲା ତଲାକ

ନୂଆଦିଲ୍ଲୀ : ୨୦୧୫ ମସିଆ ୟୁପିଏସସି ପରୀକ୍ଷାରେ ପ୍ରଥମ ର‍୍ୟାଙ୍କ ହାସଲ ପ୍ରଥମ ଥର ପାଇଁ ଟିନା ଡାବି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କୁ ୨୨ ବର୍ଷ ବୟସ ହୋଇଥିଲା । ଏହାପରେ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ଟିନା ପ୍ରତି ୨ ବର୍ଷ ଥରେ ତାଙ୍କ ସଂପର୍କକୁ
Read More...

‘ନାଟ୍ୟ ଦିବସ କଳାକାର ସଂହତି ଓ ଅସ୍ମିତାର ପରିଚାୟକ’

ଗଞ୍ଜାମ /ବ୍ରହ୍ମପୁର :ରାଜ୍ୟର ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ମଞ୍ଚଜ୍ୟୋତି ଏବଂ ଜାତୀୟ ସଙ୍ଗୀତ କଳା କେନ୍ଦ୍ରର ସମ୍ମିଳିତ ଉଦ୍ୟମରେ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ବିଶ୍ୱ ନାଟ୍ୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ
Read More...

୪ ନମ୍ବରରେ କାହିଁକି ବ୍ୟାଟିଂ କଲେ ହାର୍ଦ୍ଦିକ, ଜାଣନ୍ତୁ କାରଣ

ମୁମ୍ବାଇ : ଆଇପିଏଲ-୧୫ତମ ସିଜିନରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ଦୁଇ ନୂତନ ଟିମ ଗୁଜରାଟ ଟାଇଟନ୍ସ ଓ Lucknow Supergiants ମଧ୍ୟରେ ଗତକାଲି ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଟିମ୍‌ କେଏଲ ରାହୁଲଙ୍କ ଟିମକୁ ୫ ଉଇକେଟ ହରାଇ ଆଇପିଏଲରେ ନିଜର
Read More...

ମାନସ ସ୍ୱାଇଁ ହତ୍ୟା ଉପରୁ ଉଠିବ ପରଦା, ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭଦ୍ରକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଉଠିବ ପରଦା । ଆଜିଠୁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି କୋର୍ଟ ଅନୁମତି
Read More...

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ଭୁବନେଶ୍ୱର: ଗିରଫ ଚିଲିକା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ । ବିଳମ୍ବିତ ରାତିରେ ଅସୁସ୍ଥ କାରଣରୁ ତାଙ୍କୁ ବାଣପୁର ସବଜେଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏଥିପାଇଁ ତାଙ୍କୁ ଭୁବନେଶ୍ୱର ଅଣାଯାଇ
Read More...

ଆଇପିଏଲ : ଆଜି ମୁହାମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ

ପୁନେ : ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ ନେଇ
Read More...

ଗୁଳିକାଣ୍ଡରେ ସମିତି ସଭ୍ୟାଙ୍କ ସ୍ୱାମୀ ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବାଗଦୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ (୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳି ମାଡରେ ମୃତ୍ୟୁ ଘଟିଛି । ନିଜ ଘର ସମ୍ମୁଖରେ ଉଭୟ ସ୍ୱାମୀ ସ୍ତ୍ରୀ ବସିଥିବା ବେଳେ ଏକ୍‌
Read More...

ଜେଲେନସ୍କିଙ୍କୁ ପୁଣି ହତ୍ୟା ଉଦ୍ୟମ

କିଭ୍‌ : ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ପୁଣିଥରେ ହତ୍ୟା କରିବାକୁ ଉଦ୍ୟମ ହୋଇଛି । ତେବେ ହତ୍ୟା ଉଦ୍ୟମ ଫେଲ ମାରିଛି । ରୁଷର ସ୍ପେଶାଲ ସର୍ଭିସ ପକ୍ଷରୁ ଜେଲେନସ୍କିଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିବା ଆଜି ୟୁକ୍ରେନ ସରକାର କହିଛନ୍ତି । ରୁଷିଆନ ସ୍ପେଶାଲ ଫୋର୍ସ
Read More...

ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ

ମୁମ୍ବାଇ: ଏଥର ଆଇପିଏଲ ଏକ ନୂଆ ଢଙ୍ଗରେ ଆରମ୍ଭ ହୋଇଛି । ଏହି କାରଣରୁ କ୍ରକେଟପ୍ରେମୀ ଉତ୍ସାହିତ । ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍‌ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ ଆଜି ମୈଦାନକୁ ଓହ୍ଲାଇଛନ୍ତି । ଏହି ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍‌ଦ୍ଦିକ ପାଣ୍ଡ୍ୟା ଟସ୍‌
Read More...

ଯୋଗୀ-ଅଖିଳେଶ ସାଥ୍‌ ସାଥ୍‌

ଲକ୍ଷ୍‌ନୌ: ରାଜନୀତିରେ ସବୁକିଛି ସମ୍ଭବ । ବାହାରେ ବିରୋଧ କରୁଥିବା ଅଖିଲେଶ ଓ ଯୋଗୀ ବିଧାସଭାରେ ଭିତରେ ହେଲେ ଏକାଠି । ହାତ ମିଳାଇଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଅଖିଲେଶଷଙ୍କ ସହ ହାତ ମିଳାଇବା ସହ ତାଙ୍କ ପିଠି ମଧ୍ୟ
Read More...