ପ୍ରଥମ ବାର୍ଷିକ ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ାଠାରେ ପ୍ରଥମ ବାର୍ଷିକ ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଟିକାବାଲିର ଜଗନ୍ନାଥ ସାହାଣୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ
Read More...

ସାମାଜିକ ଅନୁଷ୍ଠାନ ରେଆର୍‌ର ୨୮ତମ ପ୍ରତିଷ୍ଠା ଦିବସ

ସୁବର୍ଣ୍ଣପୁର,୩/୩- ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଆର୍‌ ବା ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନର ୨୮ତମ ବାର୍ଷକ ସମାରୋହ ଏନଜିଓସିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରେଆର୍‌ର ସଭାପତି ସଚ୍ଚିଦାନନ୍ଦ ସାହୁଙ୍କ ପୌରହିତ୍ୟ ଏବଂ ଅମ୍ବୁଜ ବିହାରୀ
Read More...

କୃତି ଛାତ୍ର ରାଜେଶଙ୍କୁ ସମ୍ବର୍ଦ୍ଧିତ

ବୌଦ୍ଧ,୩/୩ : ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ସାନଗୋଛାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜେଶ ବେହେରା ୨୦୨୦-୨୧ ପଞ୍ଚମ ଶ୍ରେଣୀ ବୃତ୍ତିି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆଜି ରାଜେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନଶିକ୍ଷକ
Read More...

ବୌଦ୍ଧ: ପୌର ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ବୌଦ୍ଧ,୩/୩- ପୌର ନିର୍ବାଚନ ପାଇଁ ଗତକାଲି ଠାରୁ ଫର୍ମ ବିକ୍ରି ଆରମ୍ଭ ହୋଇଥିବାବେଳେ ଆଜି ଦ୍ୱିତୀୟ ଦିନରେ ୨ଟି ଫର୍ମ ବିକ୍ରି ହୋଇଛି ଓ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ହେଉଛନ୍ତି ଦେଶବନ୍ଧୁ ପଣ୍ଡା । ୨ଟି ଫର୍ମ
Read More...

ବିରାଟଙ୍କୁ ପ୍ରଶଂସା କଲେ ରୋହିତ, କହିଲେ ଏହି ବଡ କଥା

ଚଣ୍ଡିଗଡ : ଭାରତୀୟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ରୋହିତ ଶର୍ମା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦଳକୁ ଏହି
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୪ ଡେଲିଭରୀ ବୟଙ୍କ ମୃତ୍ୟୁ ହୋଇଛି । ଏହି ସମସ୍ୟ ଡେଲିଭରୀ ବୟ ହେଉଛନ୍ତି ଖାଦ୍ୟ ବିତରଣ କମ୍ପାନୀ ସ୍ୱିଗୀର । ବିଳମ୍ୱିତ ରାତିରେ ଗଲ୍ଫ କୋର୍ସ ରୋଡରେ ଘଟିଛି ଏହି ଦୁର୍ଘଟଣା ।ସୂଚନା
Read More...

ରାଜ୍ୟରେ ଭୂମିକମ୍ପ ଝଟକା

ଭୁବନେଶ୍ୱର: କଳାହାଣ୍ଡି ଓ ନବରଙ୍ଗପୁରରରେ ଭୂମିକମ୍ପ ଝଟକା । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂମିକମ୍ପ ହୋଇଛି । ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ’ରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୬ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି । ଏଥିପାଇଁ ଲୋକେ ଭୟଭୀତ
Read More...

୯୮ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର,୩/୩- ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ
Read More...

ଶିଶୁ ସୁରକ୍ଷା ଦିଗରେ ଗଜପତି ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ

ଗଜପତି,୩/୩- ଗୋଟିଏ ସମୟରେ ଗଜପତି ଜିଲ୍ଲା ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ନିର୍ଯ୍ୟାତନାର ପେଣ୍ଠସ୍ଥଳୀ ଥିଲା କିନ୍ତୁ ଏସବୁକୁ ଦୂର କରିବା ପାଇଁ ସୁଦୂରପ୍ରସାରି ତଥା ସମୟୋଚିତ ପଦକ୍ଷେପ ମାଧ୍ୟମରେ ଶିଶୁ ସୁରକ୍ଷା କରି ସମସ୍ତଙ୍କ ପାଇଁ ଗଜପତି ଜିଲ୍ଲା ସାଜିଛି ପ୍ରେରଣାର ଉତ୍ସ ।
Read More...

ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜୁନରେ ବାରବାଟୀରେ ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ଆଇପିଏଲର ୧୫ତମ ସଂସ୍କରଣ ପରେ ମଧ୍ୟ ଭାରତରେ ଜାରି ରହିବ ଟି-୨୦ କ୍ରିକେଟର ମଜା। କାରଣ ଭାରତ ସହ ୫ ଟିକିଆ ଟି-୨୦ ସିରିଜ୍‌ ଖେଳିବାକୁ ଆସିବ ଦକ୍ଷିଣ ଆଫ୍ରିକା। ଆଇପିଏଲ ଶେଷ ହେବାର ପ୍ରାୟ ୧୦ ଦିନ ପରେ ରୋହିତ ଶର୍ମା ଆଣ୍ଡ କୋ
Read More...