ରାମେଶ୍ୱର ଶୈବପୀଠରେ ସାମୂହିକ ବ୍ରତୋପନୟନ
ସୁବର୍ଣ୍ଣପୁର: ପବିତ୍ର ମହାଶିବରାତ୍ରି ଦିନ ସୋନପୁରର ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ଶୈବପୀଠଠାରେ ଏକ ସାମୂହିକ ବ୍ରତୋପନୟନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୩୩ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ସୋନପୁରର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ କରି!-->…
Read More...
Read More...