ଅପହୃତ ୧୫ବର୍ଷର ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ ପୋକ୍ସ କୋର୍ଟ ଚାଲାଣ

ଘୁ ଉଦୟଗିରି,୨୬/୨: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତର ବତୀଙ୍ଗିଆ ଗ୍ରାମର ଏକ ୧୫ବର୍ଷର ନାବାଳିକା ଗତ ୧୭ତାରିଖ ଦିନ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ଝିଅକୁ ନପାଇବା ପରେ କୁଆଡେ ଗଲା କିଏ ନେଲା ତାର ତଦନ୍ତ କରି ୧୯ତାରିଖ ଦିନ ଜାଣିବାକୁ ପାଇବା ପରେ
Read More...

ନଦୀରେ ବୁଡି ଜଣେ +୨ ନବୋଦୟ ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ,୨୬/୨:- କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ +୨ ଛାତ୍ରର ନଦୀରେ ବୁଡି ମୃତ୍ୟୁ ହୋଇଛି । ମୃତଛାତ୍ରଙ୍କ ନାମ ଯୁଗଳ କହଁର । ସୂଚନାଯୋଗ୍ୟ ଯେ, ଖଜୁରୀପଡ଼ା ବ୍ଲକର ଚକାପଥର ଗ୍ରାମର କାମେଶ୍ୱର କହଁର ପୁଅ ଯୁଗଳ କିଶୋର କହଁର ଫୁଲବାଣୀ ନବୋଦୟ
Read More...

ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ

ପୁରୀ,୨୬/୨- ଜିଲ୍ଲାରେ ଚଳିତବର୍ଷ ଆସନ୍ତାକାଲି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଆସନ୍ତାକାଲି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ । ଚଳିତବର୍ଷ ଏହି ଅଭିଯାନରେ ଜିଲ୍ଲାର
Read More...

କନ୍ଧମାଳରେ ଗଡ଼ିଲା କିଶୋରୀ ସ୍ୱାସ୍ଥ୍ୟ ସଚେତନତା ରଥ

ଫୁଲବାଣୀ,୨୬/୨:- କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ, ଅଧିକାର ସମ୍ବନ୍ଧୀୟ ସଚେତନତା ନିମନ୍ତେ ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲଡ୍ରେନ ତରଫରୁ ଆଜି ଏକ ସଚେତନତା ରଥର ଶୁଭାରମ୍ଭ ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା କରାଯାଇଅଛି । ଏହି ସଚେତନତା ରଥରେ ମୁଖ୍ୟତଃ ମାସିକ ଋତୁସ୍ରାବ ସମୟରେ
Read More...

ଗଜପତି ଜିଲ୍ଲାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର

ଭୁବନେଶ୍ୱର : ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଗଜପତି ଜିଲ୍ଲାର ୭ଟି ଜୋନରେ ଆଜି ଭୋଟ ଗଣତି ଚାଲିଛି । ପ୍ରାଥମିକ ଟ୍ରେଣ୍ଡରେ ଶାସକ ବିଜେଡି ୨ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୧ଟି ଜୋନରେ ଆଗରେ ରହିଛି । ସେହିପରି କଂଗ୍ରେସ ୨ଟି ଜୋନରେ ଆଗୁଆ
Read More...

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ,ବଢ଼ିଲା ରାଜନୈତିକ ଉଷ୍ମତା

ବାଲିଗୁଡା: ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ଆସନ୍ତା ୨୪ ତାରିଖ ଦିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ପ୍ରାର୍ଥିପତ୍ର ଦାଖଲ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ୭ ତାରିଖ, ଯାଞ୍ଚ ୯ ତାରିଖ , ପ୍ରତ୍ୟାହାର ୧୪ ତାରିଖ ରଖାଯାଇଛି । ମତଦାନ ୨୪
Read More...

ଅନୁଗୁଳ ଜିଲ୍ଲାରେ ବିଜେଡି ଆଗୁଆ

ଭୁବନେଶ୍ୱର : ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଅନୁଗୁଳ ଜିଲ୍ଲାର ୭ଟି ଜୋନରେ ଆଜି ଭୋଟ ଗଣତି ଚାଲିଛି । ପ୍ରାଥମିକ ଟ୍ରେଣ୍ଡରେ ଶାସକ ବିଜେଡି ୫ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୨ଟି ଜୋନରେ ଆଗରେ ରହିଛି । ବିଜେଡି ଆଠମଲ୍ଲିକ, ଅନୁଗୁଳ, ତାଳଚେର,
Read More...

୨୭୧ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆଜିଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୧୫ ଜିଲ୍ଲା ପରିଷଦ ଆସନରୁ ଶାସକ ବିଜେଡି ୨୭୧ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବା ବେଳେ ବିଜେପି ୨୧, କଂଗ୍ଲେସ ୧୬ ଓ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ଅଛନ୍ତି । ଏ
Read More...

ବୌଦ୍ଧ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୨୫/୨:- ବୌଦ୍ଧ ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବୌଦ୍ଧ ଗୋଷ୍ଠୀ ଶିକ୍ଷା
Read More...

ପାରଳାଖେମୁଣ୍ଡି ପୌରପାଳିକା ଓ କାଶିନଗର ଏନଏସିର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ

ପାରଳାଖେମୁଣ୍ଡି,୨୫/୨- ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୌର ନିର୍ବାଚନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନେଇ ପ୍ରକାଶ ପାଇଥିବା ବେଳେ ଗଜପତି ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରପାଳିକାର ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳର ଚୂଡାନ୍ତ
Read More...