ଦରଦାମ ବୃଦ୍ଧିକୁ ନେଇ ଜନ ଆନ୍ଦୋଳନ
ସୁବର୍ଣ୍ଣପୁର,୨୫/୩ - ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ରୋକିବା ଦାବିରେ ଆଜି ସୁବର୍ଣ୍ଣପୁରଠାରେ ବସ୍ତିବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦିନକୁଦିନ ବଢିବଢି ଚାଲିଥିବା ଦରଦାମ ବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଜାଳେଣି ଗ୍ୟାସ,!-->…
Read More...
Read More...