ଋଷ୍ ସପକ୍ଷରେ ଭୋଟ ଦେଲାନି ଭାରତ
ନୂଆଦିଲ୍ଲୀ,୨୪/୩ : ଜାତିସଂଘରେ ବାରମ୍ବାର ଋଷ୍ ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟିଂରୁ ବିରତ ରହି ଋଷକୁ ପରୋକ୍ଷରେ ସମର୍ଥନ ଜଣାଇ ଆସିଥିବା ଭାରତର ଆଭିମୁଖ୍ୟରେ ଅଚାନକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜାତିସଂଘରେ ଋଷ୍ ଏକ ସଂକଳ୍ପ ଆଗତ କରିଥିଲା । ପାଶ୍ଚାତ୍ୟ ଦେଶଗୁଡ଼ିକ ଭାବିନେଇଥିଲେ!-->…
Read More...
Read More...