ଯାଜପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ହେଲେ ଗଣେଶ୍ୱର
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବଡଚଣା ୧୭ ନଂ ଜିଲ୍ଲାପରିଷଦ ସଭ୍ୟ ଗଣେଶ୍ୱର ବରାଳ । ଶୁକ୍ରବାର ଜିଲ୍ଲାପରିଷଦ ନିର୍ବାଚନ ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧି ଏହି ପ୍ରକ୍ରିୟାରେ ଯୋଗଦେଇ ଥିଲେ । ଉପାଧ୍ୟକ୍ଷ ପଦ ବଡଚଣା!-->…
Read More...
Read More...