ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
Read More...

ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କଲେ ଋଷବାସୀ

ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି ପୁଟିନଙ୍କ ବିରୋଧରେ ଲଗାଇଥିଲେ ଶହଶହ ଋଷ ନାଗରିକ । ହେଲେ ଏମାନଙ୍କୁ ଗିରଫ କରିବା ସହ ପୁଟିନଙ୍କ ବିରୋଧରେ ସ୍ୱର ଉଠାଇବାକୁ ତାଗିତ କରିଛନ୍ତି ଏଠିକାର ପ୍ରଶାସନିକ ଅଧିକାରୀ ।ଗୁରୁବାର
Read More...

ବିଜୟରୁ ଭାରତର ଟି-୨୦ ସିରିଜ ଅଭିଯାନ : ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଲା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ମିଳିଛି ବୃହତ ଓ ଚମକ୍ରାର ବିଜୟ । ଆଉ ଏହି ବିଜୟରୁ ହିଁ ଭାରତ ଆରମ୍ଭ କରିଛି ତା’ର ଅଭିଯାନ । ଏହି ମ୍ୟାଚରେ ଭାରତ ଅତିଥି ଦଳକୁ ୬୨ ରନରେ ପରାସ୍ତ କରିଛି । ଏଥିସହ ଭାରତ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର
Read More...

ଜାଣନ୍ତୁ,କେଉଁ ତାରିଖରୁ ଆରମ୍ଭ ହେବ ଆଇପିଏଲ-୧୫

ନୂଆଦିଲ୍ଲୀ: ଦୂର ହେଲା ଦ୍ୱନ୍ଦ୍ୱ । ଶେଷରେ ଘୋଷଣା ହେଲା ଆଇପିଏଲ୍‌ ତାରିଖ । ଆଇପିଏଲର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ । ଗୁରୁବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୧୦ ଟିମ୍‌ ବିଶିଷ୍ଟ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ
Read More...

ଋଷ୍‌ ବିରୋଧରେ “ନାଟୋ’ର ଲଢେଇ ଯୋଜନା

ବ୍ରସେଲ୍ସ, ୨୪/୪: ୟୁକ୍ରେନ ଉପରେ ଋଷ୍‌ର ଆକ୍ରମଣ ଘଟଣାରେ ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ(ନାଟୋ) ଭୀଷଣ ପ୍ରତିକ୍ରିୟାଶୀଳ ହୋଇଉଠିଛିି । ଏପରିକି,ଏହା ଋଷ୍‌ ବିରୋଧରେ ଲଢେଇ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଆଜି ଏକ ଜରୁରୀ ବୈଠକ ପରେ ନାଟୋ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା
Read More...

ୟୁକ୍ରେନର ୭୦ରୁ ଅଧିକ ସାମରିକ ବ୍ୟବସ୍ଥା ଧ୍ୱଂସ

କିଭ : ୟୁକ୍ରେନରେ ଋଷର ଆକ୍ରମଣ ବେଳକୁ ବେଳ ଆହୁରି ପ୍ରଚଣ୍ଡ ହେଲାଣି । ବିଭିନ୍ନ ସ୍ଥାନରେ ଆକାଶ ମାର୍ଗରୁ ଭୟଙ୍କର ବୋମା ଓ କ୍ଷେପଣାସ୍ତ୍ର ମାଡ ହେଉଛି । ୟୁକ୍ରେନର ୭୦ରୁ ଅଧିକ ସାମରିକ ବ୍ୟବସ୍ଥାକୁ ଋଷ୍‌ ବୋମା ପକାଇ ଉଡ଼ାଇ ଦେଇଥିବା ଦାବି କରିଛି । ସେଥିମଧ୍ୟରେ ୧୧ଟି ଏୟାରଫିଲ୍ଡ,୩ଟି
Read More...

ଋଷ୍‌-ୟୁକ୍ରେନ ଯୁଦ୍ଧ : ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ ୨୪/୨: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଏକ ଜରୁରୀ ବୈଠକ ଡକାଇ ଏହି ପ୍ରସଙ୍କ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ
Read More...

ଯୁଦ୍ଧର ପ୍ରଭାବ : ଦିନକରେ ୧୩,୪୪,୪୮୮.୫୪ କୋଟି ହରାଇଲେ ନିବେଶକ

ମୁମ୍ବାଇ ୨୪ ।୨: ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଯୋଗୁ ଭାରତୀୟ ସେୟାର ବଜାରରେ ଗୁରୁବାର ଜୋରଦାର ହ୍ରାସ ଦେଖାଯାଇଛି । ଫଳରେ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ହ୍ରାସ ଯୋଗୁ ନିବେଶକଙ୍କୁ ଗୋଟିଏ ଦିନରେ ୧୩,୪୪,୪୮୮.୫୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଫଳରେ
Read More...

ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେଲେ ରୋହିତ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ଟିଲଙ୍କୁ ଅତିକ୍ରମ କରି ସେ ଏହା ହାସଲ କରିଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦
Read More...

ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ । ଆଜି ଲକ୍ଷନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଓପନିଂ କରିଥିଲେ ରୋହିତ ଶର୍ମା ଓ ଈଶାନ କିଶାନ ।
Read More...