ଯୁବିଙ୍କ ୬ ବଲରେ ୬ ଛକା ରେକର୍ଡ କିଏ ଭାଙ୍ଗିବେ ? ପ୍ରତିକ୍ରିୟା ରଖିଲେ ଈଶାନ କିଷାନ

ନୂଆଦିଲ୍ଲୀ : ଆଇପିଏଲ ନିଲାମରେ ଇଶାନ କିଶନ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କ୍ରିକେଟର ହୋଇଛନ୍ତି । ଇଶାନଙ୍କୁ ମୁମ୍ବାଇ ୧୫.୨୫ କୋଟିରେ କିଣିଛି ଏବଂ ତାଙ୍କ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ଇଶାନଙ୍କ ବଡ଼ ଖେଳାଳିଙ୍କ ମଧ୍ୟରେ ରହିବା ଆରମ୍ଭ କରିଛି । ଯଦିଓ ୱେଷ୍ଟଇଣ୍ଡିଜ୍‌
Read More...

ପାନୀୟଜଳ ସମସ୍ୟା ନେଇ ଆସନ୍ତା ୨୫ରେ ଆମରଣ ଅନଶନ ଚେତାବନୀ

ପାଟଣାଗଡ଼,୨୩/୨- ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳ, ବ୍ଳକ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ଗୁହାରି କରିଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଶେଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ
Read More...

ତୈଳ ଦର ୭ରୁ ୮ ଟଙ୍କା ବଢିବ !

ନୂଆଦିଲ୍ଲୀ:ଚରମସୀମାରେ ପହଞ୍ଚିଛି ୟୁକ୍ରେନ୍‌-ଋଷ ସଙ୍କଟ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୂର୍ବ ୟୁକ୍‌ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷିଆ-ୟୁକ୍ରେନ ବିବାଦର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ
Read More...

ସରିଲା ଭୋଟ୍‌, ବଢୁଛି ହୃତ୍‌ସ୍ପନ୍ଦନ ଆଶା ଆଶଙ୍କାରେ ଦିନ ଗଣୁଛନ୍ତି ଆଶାୟୀ

ଦଶପଲ୍ଲା,୨୩/୨: - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମାପନ ହୋଇଛି ଏବଂ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ସିଲ୍‌ ହୋଇଥିବାବେଳେ ହାରିବା ଜିତିିବାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି । ଗାଁ ଗାଁରେ ସକାଳୁ ରାତି ଯାଏଁ ସବୁଠି ଚାଲିଛି ଚର୍ଚ୍ଚା । କାହା ସପକ୍ଷରେ ମତଦାନ
Read More...

ଦିଲ୍ଲୀ କ୍ୟାପିଟାଲ୍ସରେ ୱାଟସନଙ୍କୁ ମିଳିପାରେ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ଭଳି ଦଳ ସହ ଖେଳିଥିବା ଅଷ୍ର୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ ୱାଟସନ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ ରେ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ନଜର ଆସିପାରନ୍ତି । ୱାଟସନ
Read More...

ରାଜ୍ୟସ୍ତରୀୟ ଚିତ୍ରାଙ୍କନା ପ୍ରତିଯୋଗିତାରେ ତରୁଣ ମିର୍ଗାନ ପ୍ରଥମ

ନବରଙ୍ଗପୁର,୨୩/୨- ଓଡିଶା ଆଇନ ସେବା ପ୍ରାଧିକରଣ, କଟକ ଆନୁକୁଲ୍ୟରେ ଅନଲାଇନ ମାଧ୍ୟମରେ ୩୦ଟି ଜିଲ୍ଲାର ଆଇନ ସାକ୍ଷରତା କ୍ଲବ ମଧ୍ୟରୁ ଜିଲ୍ଲାସ୍ତରୀୟ ଓ ଆଞ୍ଚଳିକ ସ୍ତରରୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ଷୁଦ୍ରନାଟକ, ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନା ପ୍ରତିଯୋଗିତା
Read More...

ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନୀ ମାହୋଲ । ଗତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବେଳେ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ହେଉଛି ସାନି ମତଦାନ । ତେବେ ଏହାରି ଭିତରେ ଗତକାଲି ଶେଷ ହୋଇଥିବା ଚତୁର୍ଥ ପର୍ଯ୍ୟାୟ
Read More...

ପୌର ନିର୍ବାଚନ ପାଇଁ ଆହ୍ୱାନ କଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ । ଆଉ ଏହା ପରେ ଆରମ୍ଭ ହେବ ପୌର ନିର୍ବାଚନ । ତେବେ  ଖୁବଶୀଘ୍ର ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।  ଯେକୌଣସି ମୁହୂର୍ତ୍ତରେ  ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।  ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ
Read More...

ଭିଏସ୍‌ଏସ୍‌ ନଗରରେ ଅଙ୍ଗଦାନ ସଚେତନତା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭିଏସ୍‌ଏସ୍‌ ନଗରରେ ଅଙ୍ଗଦାନ ସଚେତନତା ପଞ୍ଜୀକରଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ୩୦୦ରୁ ଅଧିକ ଯୁବ ଛାତ୍ର ସ୍ୱତପ୍ରବୃତ ଭାବେ ଅଙ୍ଗଦାନ କରିବା ପାଇଁ ଫର୍ମ ପୂରଣ କରିବା ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ
Read More...

ପୁରୀ ଜିଲ୍ଲାର ୫ଟି ବୁଥରେ ଜାରି ରହିଛି ସାନି ମତଦାନ

ପୁରୀ : ଆଜି ପୁରୀ ଜିଲ୍ଲାର ୫ଟି ବୁଥରେ ସାନି ମତଦାନ ଜାରି ରହିଛି । ପୁରୀ ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ଘଟି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇଥିଲା । ପୁରୀର କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର ୫,୭,୮
Read More...