ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ଭିଜିଲାନ୍ସ ରେଡ଼ ଚାଲିଛି । ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି
Read More...

ମାନସ ହତ୍ୟା ମାମଲା, ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ: ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲା ଘନେଇବାରେ ଲାଗିଛି । ଗତକାଲି ୨ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା । ଏହି  ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଆବେଦନ କରିଥିଲେ ।  ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା

କଣ୍ଟାବାଞ୍ଜି: ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା ଏକ ନିୟମିତ ଘଟଣା । ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି
Read More...

ରାଷ୍ଟ୍ରପତିଙ୍କ ଠାରୁ ଓଡିଶାର ୫ ଜଣ ଗ୍ରହଣ କଲେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆଜି ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ୫ ଓଡିଆ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫
Read More...

ଜେଲ୍‌ ଗଲେ ନିରଞ୍ଜନ

ଭଦ୍ରକ : ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଶେଷର ଜେଲ୍‌ ଯାଇଛନ୍ତି । ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା
Read More...

‘ଗରୁଡ଼’ ବସ୍‌ ଦୁର୍ଘଟଣାଗ୍ରସ୍ତ : ୨୦ରୁ ଅଧିକ ଯାତ୍ରୀ ଆହତ

ସମ୍ବଲପୁର: ଆଜି ଏକ ବସ ଦୁର୍ଘଟଣାରେ ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଛି । ଆଜି ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ ନାମକ ବସର ଷ୍ଟିୟରିଂ ଲକ୍‌ ହୋଇଯିବାରୁ ଏହା ଯୁଯୁମୁରା ଥାନା ଅନ୍ତର୍ଗତ ଗରଗଡ଼ବାହଲ ରେଲୱେ ଓଭର ବ୍ରିଜ ନିକଟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା
Read More...

ଏପ୍ରିଲ୍‌ରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ପିଲାମାନଙ୍କ ପାଇଁ ଖୁସି ଖବର । ଆସନ୍ତା ଏପ୍ରିଲ୍‌ ମାସରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମଡିଏମ ୟୁନିଟ୍‌ ନୋଡାଲ ଅଫିସର ଚିଠି ଲେଖିଛନ୍ତି । ସେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନଙ୍କୁ
Read More...

ଆରସିବି କ୍ୟାମ୍ପରେ ଯୋଗଦେଲେ ବିରାଟ, ଦଳ ଏମିତି କଲା ସ୍ୱାଗତ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୧୫ ତମ ସିଜନ୍‌ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରସ୍ତୁତି ଜୋରସୋରରେ ଚାଲିଛି । ତିନିଥର ଆଇପିଏଲ ଫାଇନାଲ ଖେଳିଥିବା ଆରସିବି ପାଇଁ ଏକ ଖୁସି ଖବର ସୋମବାର ଏହାର ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳରେ ଯୋଗ
Read More...

ରାଜ୍ୟରେ ମୁଣ୍ଡ ଫଟା ଖରା, ଜାଣନ୍ତୁ ଆଜି କେଉଁ ସହରରେ କେତେ ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ହେଲାଣି ତାତି । ମୁଣ୍ଡ ଫଟା ଖରାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହେଲାଣି । ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡା ହେଉଛି ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ଠିକ୍‌ ସେହିପରି ଟିଟଲାଗଡ,
Read More...

ନୂଆ ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମାନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଚଣ୍ଡିଗଡ଼: ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଆଜି ସେମାନଙ୍କ ମନ୍ତ୍ରୀ ପଦ ମିଳିଛି। ଦୁଇ ଦିନ ତଳେ ୧୦ ଜଣ ଆପ୍ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ କାହାକୁ କେଉଁ ବିଭାଗ ମିଳିବ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ
Read More...