ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ,୨୨/୩ : ଭାରତ ଗସ୍ତରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟ । ଏପ୍ରିଲ ୩ରୁ ୫ ଯାଏ ସେ ଭାରତରେ ରହିବେ । ଉଭୟ ଦେଶ ମଧ୍ୟରେ ଏକାଧିକ ବୈଠକ ହେବ । ଭାରତ ଏବଂ ଇସ୍ରାଏଲର ରାଜନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ!-->…
Read More...
Read More...