ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସ୍ମୃତି ସମ୍ମାନ
ଫୁଲବାଣୀ: କନ୍ଧମାଳର ଜଣାଶୁଣା ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ଶ୍ରୀ ଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ,ଅଗ୍ନିସ୍ପୁଲିଙ୍ଗ, ରାଉରକେଲା ଓ ପୂଜ୍ୟ ପୂଜା ପରିଷଦ, କଟକ ତରଫରୁ ସମ୍ମାନ ଜନକ ରାଜ୍ୟସ୍ତରୀୟ ପ୍ରଜ୍ଞାରଶ୍ମି ସମ୍ମାନ ପ୍ରଦାନ କରାଯାଇଛି । କର୍ମବୀର!-->…
Read More...
Read More...