ପ୍ରଶାସନର ଭୁଲ ଯୋଗୁଁ ୮ କି.ମି ଯିବାକୁ ପଡିବ ଭୋଟରଙ୍କୁ, ଭୋଟ ଦେବାକୁ ଯିବାପାଇଁ ବ୍ୟବସ୍ଥା କରିବାକୁ ଦାବି
ଘୁ.ଉଦୟଗିରି,୧୬/୨- ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା ମାଳିକାପଡି ପଞ୍ଚାୟତର ୧ ନମ୍ବର ୱାର୍ଡ ଗାଲୁଲି ଗ୍ରାମର ଭୋଟର ତାଲିକା ସ୍ଥାନୀୟ ପଞ୍ଚାୟତର ୧୪ ନମ୍ବର ୱାର୍ଡ ସିର୍କୀ ଗ୍ରାମରେ ଅନ୍ତର୍ଭୁକ୍ତ ହୋଇଛି । ପାଖାପାଖି ୯୦ ଜଣ ବୃଦ୍ଧବୃଦ୍ଧାଙ୍କ ସମେତ ଅନ୍ୟମାନଙ୍କର ନାମ ଭୋଟର ତାଲିକାରେ ନିଜ!-->…
Read More...
Read More...