ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଅମୃତସର : ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ବାସ୍ତବରେ, ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ନବଜୋତ ସିଂ
Read More...

ଓଡ଼ଗାଁ ଡାକ୍ତରଖାନା ପରିଦର୍ଶନ କଲେ କାୟାକଳ୍ପ ଟିମ୍‌

ଦଶପଲ୍ଲା : ମଙ୍ଗଳବାର ଦିନ ରାଜ୍ୟ କାୟାକଳ୍ପ ଟିମର ୩ ଜଣିଆ ସଦସ୍ୟ ଡାକ୍ତର ସମ୍ବିତ କୁମାର ବେହେରା, ଆଶୁତୋଷ ପାଢ଼ୀ ଏବଂ ନର୍ସିଂ ପରାମର୍ଶଦାତା ବାଳଚନ୍ଦ୍ରନ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି । ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ
Read More...

ବିଜେଡିରୁ ନିଲମ୍ବିତ ହେଲେ ଆଠମଲ୍ଲିକ ଏନଏସିର ନିହାର ଓ ସନ୍ତୋଷ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରାଯାଇଛି । ତୁରନ୍ତ ଏହା କାର୍ଯ୍ୟକାରୀ ପାଇଁ ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ଅବଗତ କରାଯାଇଛି ।
Read More...

ରାସ୍ତା କଡ଼ରେ ପଡ଼ି ରହିଛି ସ୍କୁଟି ଚାଳକଙ୍କ ମୃତଦେହ, ହତ୍ୟା ସନ୍ଦେହ

ପାଟଣାଗଡ଼: ପାଟଣାଗଡ଼ରୁ ପଦ୍ମପୁର ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲୁହାସିଂହା ଗ୍ରାମର ବିରେନ୍ଦ୍ର ମେହେର (୩୫) ପାଟଣାଗଡ଼ରୁ ନିଜ ଘରକୁ ଏକ ସ୍କୁଟି ଓଡି ୦୩ୟୁ ୯୮୮୧ରେ ଯାଉଥିବା ବେଳେ ବାଞ୍ଜିଝାଲ ଗ୍ରାମରେ
Read More...

ଆଜମଙ୍କୁ ପ୍ରଶଂସା କଲେ ଅଶ୍ୱିନ

ନୂଆଦିଲ୍ଲୀ: ପାକିସ୍ତାନ ବ୍ୟାଟର ବାବର ଆଜମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଏବେ କରାଚୀରେ ଚାଲିଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ଆଜମଙ୍କ ଶତକୀୟ ଇନିଂସ ଅଶ୍ୱିନଙ୍କୁ ବିଶେଷଭାବରେ ପ୍ରଭାବିତ କରିଛି । ଅଷ୍ଟ୍ରେଲିଆ ଘରୋଇ ଦଳ
Read More...

୨୨ ରୁ ୨୬ ସହରାଞ୍ଚଳରେ ମିଳିବନି ମଦ

ଭୁବନେଶ୍ବର୧୫/୦୩ : ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ । ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ
Read More...

ବୌଦ୍ଧ ଏନଏସି ନିର୍ବାଚନ : ଚର୍ଚ୍ଚାରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ, ବଢୁଛି ଜନ ସମର୍ଥନ

ବୌଦ୍ଧ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଅଧ୍ୟକ୍ଷ ଏବଂ ୧୭ଟି ୱାଡର଼୍ର କାଉନସିଲର ପଦ ପାଇଁ ଭୋଟ ସମୟ ପାଖେଇ ଆସୁଥିବା ବେଳେ ପ୍ରଚାର ବେଶ୍‌ ଜମୁଛି । ବିଭିନ୍ନ ନାରାରେ ସହର କମ୍ପୁଛି । ବିଭିନ୍ନ ଦଳର ପ୍ରାର୍ଥୀ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବେଶ୍‌ ଅଭିନବ ଶୈଳୀରେ ପ୍ରଚାର
Read More...

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ : ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ଭବନରେ ବସିବ । ଏହି ବୈଠଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଏହି ବୈଠକ ଡକାଯାଇଥିବା ଅନୁମାନ କରାଯାଉଛି । ଯଦି ଏହି କେନ୍ଦ୍ର କ୍ୟାବିନେଟରେ
Read More...

ପରାଜୟ ପରେ ସୋନିଆ ନେଲେ ଏହି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ପଞ୍ଜାବ ସମେତ ୫ଟି ରାଜ୍ୟରେ ନିକଟରେ ବିଧାନସଭା ନିର୍ବାଚନ ଶେଷହୋଇ ଫଳାଫଳ ଘୋଷଣା ହୋଇସାରିଛି । ନୂଆ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ୫ଟିଯାକ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । କୌଣସି ରାଜ୍ୟରେ ଏହା ସରକାର ଗଠନ ପାଇଁ ଜନାଦେଶ
Read More...

ଆନ୍ତର୍ଜାତିକ ଗ୍ରାହକ ସୁରକ୍ଷା ଦିବସ ପାଳନ

ପାରଳାଖେମୁଣ୍ଡି: ଆଜି ପୂର୍ବାହ୍ନରେ ସ୍ଥାନୀୟ ମୋଟର ଉନିୟନ କାର୍ଯ୍ୟାଳୟ (ବସ୍‌ ଷ୍ଟାଣ୍ଡ)ଠାରେ ଅନୁଷ୍ଠିତ ହୋଇସାରିଛି । ଗ୍ରାହକଙ୍କ ନାର୍ଯ୍ୟ ଦାବି ଏବଂ ସ୍ୱଚ୍ଛତା ପାଳନ ପାଇଁ ଗ୍ରାହକମାନଙ୍କର ସଚେତନତା ଓ ଜାଗରଣ ପ୍ରତିଟି ମୁହୂର୍ତ୍ତର ଜରୁରୀ ବୋଲି ଉପସ୍ଥିତ ସଜନ୍‌ ମଣ୍ଡଳୀ ଏବଂ
Read More...