ବଡଭାଇକୁ ଟ୍ରକ ଚଢାଇ ମାରିଦେଲା ସାନ ଭାଇ
ଚଣ୍ଡୀଖୋଲ : ଯାଜପୁର ଜିଲ୍ଲା ବାଲିସାହିରେ ଘଟିଛି ଅଭାବନୀୟ ଘଟଣା । ବଡଭାଇକୁ ଟ୍ରକ ଚଢାଇ ମାରିଦେଲା ସାନ ଭାଇ । ବାଲିସାହି ଗ୍ରାମର ଅକ୍ଷୟ ମଲ୍ଲିକ ଗତକାଲି ରାତିର ଘର ପାଖରେ ଏକ ପଡିଆରେ ବସିଥିବା ସମୟରେ ସାନଭାଇ ଟ୍ରକ ଚଢାଇ ଦେଇଥିଲେ । ଯାହା ଫଳରେ ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ!-->…
Read More...
Read More...