କାନ୍ଥ ଭୁଶୁଡି ଜଣେ ମୃତ, ୨ ଆହତ

ଢେଙ୍କାନାଳ : ଘର ମରାମତି ବେଳେ ଅଘଟଣ । ଶ୍ରମିକ ମାନେ କାମ କରୁଥିବା ବେଳେ ଭୁଶୁଡି ପଡିଛି କାନ୍ଥ । ଫଳରେ କାନ୍ଥ ମାଡି ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Read More...

ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା !

ଜଟଣୀ : ନାଇଜରରେ ଛାତ୍ରୀଙ୍କ ଆତ୍ମହତ୍ୟା । କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଛତିଶଗଡ଼ର ପୂଜା ଜେଠଓ୍ୱାନୀ । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ପୂଜା ଛତିଶଗଡ଼ରୁ ଆସି ଜଟଣୀ ସ୍ଥିତ
Read More...

କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ହେଲେ କାମାକ୍ଷା ପ୍ରସାଦ ପାତ୍ର

ଗଞ୍ଜାମ :କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ପୁଣି ଇତିହାସ ରଚିଲେ ଡେଙ୍ଗାପଦର ସମିତିସଭ୍ୟ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପାତ୍ର । ପ୍ରଥମ ଥର ପାଇଁ ଇତିହାସ ରଚିଲେ କାମାକ୍ଷା ପ୍ରସାଦ ପାତ୍ର ଓରଫ ବାପି । ବ୍ଲକ ପ୍ରତିଷ୍ଠା ଦିନଠାରୁ ଲଗାତର ଦ୍ୱିତୀୟ ଥର
Read More...

ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ଏସଆଇ ଶହୀଦ

ମାଲକାନଗିରି ୧୪।୦୩ : ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ । ଏଥିରେ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ଜଣେ ହେଡ କନେଷ୍ଟବଳ ଗୁରୁତର ହୋଇଛନ୍ତି ।ଖବର ଅନୁଯାୟୀ, ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ
Read More...

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ, ସୁସ୍ଥତା କାମନା କଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ : ଏବେବି ବିଶ୍ୱବାସୀ କରୋନା ମହାମାରୀ ସାଙ୍ଗରେ ଯୁଦ୍ଧ ଲଢୁଛନ୍ତି । ଏହି ସମୟରେ ଆମେରିକାରୁ ବଡ ଖବର ଆସିଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମୁଁ କରୋନା ପଜିଟିଭ
Read More...

ଆଇସିସି ଟେଷ୍ଟ ଚାମ୍ପିଅନସିପରେ ଭାରତୀୟ ଖେଳାଳିଙ୍କ ଜଲୱା

ନୂଆଦିଲ୍ଲୀ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧-୨୦୨୩ ଜାରି ରହିଛି । ଏଥିରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ଜସପ୍ରୀତ ବୁମ୍ରା ସର୍ବାଧିକ ୱିକେଟ୍‌ ନେଇଥିବାବେଳେ ୠଷଭ ପନ୍ତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ
Read More...

ଗୋଶାଣି ବ୍ଳକ ଅଧ୍ୟକ୍ଷ ହେଲେ ଏନ୍‌ ଭୀର ରାଜୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ବ୍ଳକ ଅଧ୍ୟକ୍ଷା ପାଇଁ ବି. ଧନଞ୍ଜୟଲୁ, ଜି.ଶ୍ରୀଧର ନାଇଡୁ, ଏନ.ଭୀରରାଜୁ ପାର୍ଥି ପତ୍ର ଦାଖଲ କରିଥିଲେ । ପରେ ଜି. ଶ୍ରୀଧର ନାଇଡୁ ନିଜର ପାର୍ଥି ପତ୍ର ପ୍ରତ୍ୟାହାର କରିଥିଲେ । ପରେ ଦୁଇ ଜଣ ପାର୍ଥି ବି. ଧନଞ୍ଜୟଲୁ ଓ ଏନ.ଭୀରରାଜୁଙ୍କ
Read More...

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ଜି. ତିରୁପତି ରାଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ବିଜୁ ଜନତା ଦଳର ଜୋନ ଦୁଇରୁ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ଏ.
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ବାପାଝିଅ ମୃତ

ଅନୁଗୁଳ: ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି । ବାପା ଝିଅ ବାଇକରେ ଯାଉଥିବା ସମୟରେ ଖମାର ଥାନା କଲଣ୍ଡା ଠାରେ ସାମ୍ନାରୁ ଏକ ଟ୍ରକ୍‌ ଆସି ବାଇକକୁ ଧକ୍କା ଦେଇଥିଲା । ଶକ୍ତ ଧକ୍କା ଦେବାରୁ ବାପା ଓ ଝିଅଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।ଏହାପରେ
Read More...

ଜୈବିକ ଚାଷ ସମ୍ପର୍କରେ ତାଲିମ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ ଗୋଶାଣି ବ୍ଳକର କରସ ଷଣ୍ଢା ପଞ୍ଚାୟତର ବାରଲଣ୍ଡା ଗ୍ରାମର ୩୦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କୁ ଜୈବିକ ଚାଷ ଓ ଖତ କିପରି କରାଯିବ ସେହି ସମ୍ପର୍କରେ
Read More...