ରାଜ୍ୟଗୋଷ୍ଠୀ ଦିବସ ଉପଲକ୍ଷେ ପ୍ରଦର୍ଶନୀ ଭଲିବଲ ମ୍ୟାଚ,ଯୋଗଦେଲେ ବ୍ରିଟିଶ ଡେପୁଟି ହାଇ କମିଶନର

ପୁରୀ: ରାଜ୍ୟଗୋଷ୍ଠୀ ଦିବସ ପାଳନ ଉପଲକ୍ଷେ ବ୍ଲୁଫ୍ଲାଗ ବିଚରେ ପ୍ରଦର୍ଶନୀ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୋଲକତାସ୍ଥିତ ବ୍ରିଟିଶ ହାଇ କମିଶନର ନିକ ଡି' ଲୋ ଯୋଗ ଦେଇଥିଲେ । ଉକ୍ତ ପ୍ରଦର୍ଶନୀ ଭଲିବଲ ମ୍ୟାଚରେ ଓଡିଶା ସ୍ପୋର୍ଟସ ବନାମ ୟୁକେ ଇନ କୋଲକାତା ମଧ୍ୟରେ ଅନୁଷ୍ଠିତ
Read More...

କେରାଣ୍ଡି ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଏରୁସୁ ଦଣ୍ଡପାଣି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ନବ ନିର୍ବାଚିତ ଏରୁସୁ ଦଣ୍ଡପାଣି ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବାର ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ରେଗିଟି ରାଣି, ନୂତନ ଭାବେ ନିର୍ବାଚିତ ହୋଇ ଥିବା ନାଏବ ସରପଞ୍ଚ ଆମିଟି ମହାଲକ୍ଷ୍ମୀ,
Read More...

ଚାପରେ ଶ୍ରୀଲଙ୍କା : ଜିତିବା ପାଇଁ ବଡ଼ ଟାର୍ଗେଟ ଦେଲା ଭାରତ

ବେଙ୍ଗାଲୁରୁ,୧୩/୩ : ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିବସ ବେଶ୍‌ ରୋମାଞ୍ଚକର ଥିଲା । ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅତିଥି ଦଳ ୨୮ ରନ୍‌
Read More...

ସିଡବ୍ଲୁସି ବୈଠକରେ ନିର୍ବାଚନୀ ବିପର୍ଯ୍ୟୟ ସମୀକ୍ଷା : ସୋନିଆଙ୍କ ନେତୃତ୍ୱରେ ହିଁ ଆଗକୁ ବଢିବ ଦଳ

ନୂଆଦିଲ୍ଲୀ,୧୩/୩ : ନେତୃତ୍ୱରେ କୌଣସି ପରିବର୍ତ୍ତନ ହେବ ନାହିଁ । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହିଁ କଂଗ୍ରେସ ଆଗକୁ କାର୍ଯ୍ୟ କରିବ । ତାଙ୍କ ନେତୃତ୍ୱରେ ଦଳ ଆଗକୁ ବଢିବ । ଏହିଭଳି ସହମତି ପ୍ରକାଶ ପାଇଛି ଆଜି ଏଠାରେ ଅନୁଷ୍ଠିତ ଏଆଇସିସିର କାର୍ଯ୍ୟକାରିଣୀ ବୈଠକରେ । ବୈଠକ ପରେ ବରିଷ୍ଠ
Read More...

ଏମିତି ଜଣେ ଅଭିନେତ୍ରୀ,ଯିଏ ଅଭ୍ୟାସଗତ ପର୍ସ ଚୋରି କରନ୍ତି

କୋଲକାତା : ଏମିତି କିଛି ପ୍ରତିଷ୍ଠିତ ମହିଳା ଓ ପୁରୁଷ ଅଛନ୍ତି,ଯେଉଁମାନଙ୍କ ଅସଲ କାରନାମା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହିପରି ଜଣେ ସେଲିବ୍ରିଟି ହେଲେ ବଙ୍ଗାଳୀ ଅଭିନେତ୍ରୀ ଅଭିନେତ୍ରୀ ରୂପା ଦତ୍ତା । ଅଭିନେତ୍ରୀ ଜଣଙ୍କ ଏଭଳି କାମ କରୁଥିଲେ ଯେ ଆପଣ ଶୁଣିଲେ ମୁଣ୍ଡରେ ହାତଦେବେ
Read More...

ଜାଣନ୍ତୁ,କାହିଁକି ଏହି ମହିଳାଙ୍କୁ ସାଲ୍ୟୁଟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ : ସମୟ ଗଡ଼ିଚାଲିବା ସହ ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବର୍ତ୍ତମାନର ଯୁଗରେ ମହିଳାମାନେ ବହୁତ ଉନ୍ନତି କଲେଣି । ପୁରୁଷ ଭଳି ସେମାନେ ମଧ୍ୟ ବିଭିନ୍ନ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରୁଛନ୍ତି । ଘରେ ଯାବତୀୟ କାମ କରିବାଠୁ ବିମାନ ଚଳାଇବା ଭଳି
Read More...

ଭୟାବହ ଅଗ୍ନିକାଣ୍ଡ, ୨ ପରିବାର ସର୍ବସ୍ୱାନ୍ତ

ଦଶପଲ୍ଲା : -ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ଗ୍ରାମପଞ୍ଚାୟତର ମିଟୁକୁଳି ଗ୍ରାମ ଗୁଡିଆ ସାହି ( କଇଁଆଆସାହି )ର ଶେଷଦେବ ନାଏକ ଓ ଗୁରୁବାରୀଆ ନାଏକଙ୍କ ଘରେ ସଂଧ୍ୟା ୬.୩୦ ମିନିଟ ସମୟେ ନିଆଁଲାଗି ୭ ବଖରା ଘର ଓ ସମସ୍ତ ଆସବାବପତ୍ର ପୋଡିଯିବା ସହିତ ସମସ୍ତ ଖାଦ୍ୟସାମଗ୍ରୀ
Read More...

ଲଞ୍ଚ ହେଲା ଗୁଜୁରାଟ ଟାଇଟାନ୍ସର ଜର୍ସି

ଅହମ୍ମଦାବାଦ : ଆଇପିଏଲର ୧୫ ତମ ସିଜିନର ନୂତନ ଦଳ ଗୁଜୁରାଟ ଟାଇଟାନ ରବିବାର ଦିନ ସେମାନଙ୍କର ନୂତନ ଜର୍ସ ଲଞ୍ଚ କରିଛି । ଏହି ଅବସରରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉପସ୍ଥିତ ଥିଲେ । ଜର୍ସି ଲଞ୍ଚ କରିବା ବ୍ୟତୀତ ଗୁଜୁରାଟ ଟାଇଟାନ୍ସ ମଧ୍ୟ ଦଳର ଲୋଗୋ ଲଞ୍ଚ କରିଛି । ଏହି
Read More...

ଟେଷ୍ଟ କ୍ରିକେଟରେ ଏହି ନୂଆ ରେକର୍ଡ କଲେ ରିଷଭ ପନ୍ତ

ବେଙ୍ଗାଲୁରୁ,୧୩/୩ : ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ତଥା କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ରିଷଭ ପନ୍ତ । ରବିବାର ଭାରତ-ଶ୍ରୀଲଙ୍କା ଡେ ନାଇଟ୍‌ ଟେଷ୍ଟରେ ସେ ୨୮ ବଲରୁ ଅର୍ଦ୍ଧଶତକ ପୂରଣ କରିବା ସହିତ ଟେଷ୍ଟ କ୍ରିକେଟରୁ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ
Read More...

ରୁଷ୍ ସେନାର ଗୁଳିରେ ଆମେରିକୀୟ ସାମ୍ବାଦିକ ମୃତ

ନୂଆଦିଲ୍ଲୀ: ଗତ ୧୮ଦିନ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ପ୍ରଥମେ ସେନା, ପରେ ସାଧାରଣ ନାଗରିକ ଏବଂ ଏବେ ଅନ୍ୟ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ରୁଷ। ଆଜି ରୁଷ ସେନାର ଗୁଳିରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହା ସହ ଅନ୍ୟ ଜଣେ
Read More...