ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର
ରାଉରକେଲା: ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପାନପୋଷର ବାଲୁଘାଟ ଅଞ୍ଚଳରେ ପଶିଛି ପାଣି। ୨୫ ପରିବାର ସ୍ଥାନୀୟ ଏକ ସ୍କୁଲ ଘରେ ନେଇଛନ୍ତି ଆଶ୍ରୟ।କୋଏଲ ଓ ଶଙ୍ଖ ନଦୀର ଉପର ମୁଣ୍ଡରେ ହୋଇଛି ପ୍ରବଳ ବର୍ଷା। ଏହି ବର୍ଷା ଯୋଗୁଁ ଉଭୟ ନଦୀର ଜଳସ୍ତର!-->…
Read More...
Read More...