ଉଡ଼ାଣ ପରେ ଖସିପଡ଼ିଲା ବିମାନର ଇଞ୍ଜିନ କଭର

ମୁମ୍ବାଇ: ଇଞ୍ଜନ କଭର ବିନା ଉଡ଼ିଲା ବିମାନ। ୭୦ଜଣଙ୍କୁ ନେଇ ମୁମ୍ବାଇରୁ ଉଡ଼ାଣ କରିଥିବା ଆଲିଆନ୍ସ ଏୟାରର ଏକ ବିମାନର ଇଞ୍ଜନ କଭର ରନୱେ ଉପରେ ଖସିପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଇଞ୍ଜିନ କଭରଟି ରନୱେ ଉପରେ ଖସିପଡ଼ିଥିଲେ ବି ଏବିଷୟରେ ପାଇଲଟ ଜାଣିପାରିନଥିଲେ।
Read More...

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ମାର୍ଚ୍ଚ ୪ ତାରିଖରେ ଆଇଓଙ୍କ ନିକଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରାର୍ଥୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରଖିଛନ୍ତି କୋର୍ଟ । ମାର୍ଚ୍ଚ ୮ରେ ପରବର୍ତ୍ତୀ
Read More...

ଗାଁ ଗାଁରେ ଚାଲିଛି ପ୍ରାର୍ଥୀଙ୍କ ବୈଠକ ଓ ମୂଲଚାଲ !

ଦଶପଲ୍ଲା : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ପ୍ରାର୍ଥୀ ମାନେ ନିଜର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମାରି ନିଜର ଭୋଟ ଚିହ୍ନକୁ ଭୋଟରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ପ୍ରଚାରରେ ଲାଗିଥିବା ବେଳେ ଦିନ ହେଉ କି ରାତି ,
Read More...

ଆଜି ଅପରାହ୍ନ ୫ଟାରୁ ରାତ୍ର ୯ଟା ଯାଏଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ
Read More...

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ପ୍ରଶିକ୍ଷିତ ମହିଳା ମାନଙ୍କ ଦ୍ୱାରା…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଜଙ୍ଗଲପାଡୁ ଗ୍ରାମରେ ଅଗରବତୀ ଓ ଫିନାଇଲ ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଗତ ୧ ତାରିଖରୁ ଚାଲୁଅଛି ।ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗୋସାଣି ବ୍ଲକର ବଡ ଗୋସାଣି ଗ୍ରାମ ପଞ୍ଚାୟତର
Read More...

ବାଲ୍ୟବିବାହ ବନ୍ଦକଲା ଚାଇଲ୍ଡ ଲାଇନ୍‌

ଦଶପଲ୍ଲା : ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି । ଗ୍ରାମାଞ୍ଚଳରେ ସଚେତନାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

କ୍ୟାନସର ଚିକିତ୍ସା ପାଇଁ ଆର୍ଚ୍ଚିଡ ଉଦ୍ଭିଦ ଗବେଷଣା ଉପରେ ପିଏଚଡ଼ି

ସମ୍ବଲପୁର,୯/୨- କ୍ୟାନସର ପରି ଏକ ଭୟଙ୍କର ବ୍ୟାଧିର ନିୟନ୍ତ୍ରଣ ପାଇଁ ଏକ ବିରଳ ଆର୍ଚ୍ଚିଡ ଉଦ୍ଭିଦରେ କିଛି ଔଷଧୀୟ ଗୁଣ ରହିଛି, ଯାହାକି କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ । ଏ ବିଷୟରେ ଗହନ ଗବେଷଣା (ରିସର୍ଚ୍ଚ) ପାଇଁ ସମ୍ବଲପୁର ଝାଡୁଆପଡାର ଝିଅ ଡା ଇପ୍ସିତା ପୂଜାରୀଙ୍କୁ
Read More...

ବେଭାନଙ୍କ ସହ ତୁଳନା କରିବାରୁ ଏମିତି କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ବାହାରିଥିଲେ ଏବଂ ସେ ପାଞ୍ଚଟି ଚୌକା ସହାୟତାରେ ୩୪ ବଲରୁ ଅପରାଜିତ ୩୬ ରନ୍‌ କରି ଦଳକୁ ୬ ୱିକେଟ୍‌ରେ ଜିତିଥିଲେ । ତାଙ୍କର ଏହି ଇନିଂସ ପରେ
Read More...

ଲୁଟିନେଲେ ୧୨ଲକ୍ଷ ଟଙ୍କାର ସୁନାଗହଣା

ସୋର : ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ୧୨ ଲକ୍ଷ ଟଙ୍କାର ସୁନା-ରୂପା ଗହଣା ଓ ନଗଦ ୭୫ ହଜାର ଟଙ୍କା ଚୋରୀ । ସୋର ଥାନା ଇଟୁଆ ଗ୍ରାମର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଘରୁ ଝରକା ଭାଙ୍ଗି ଚୋରୀ ହୋଇଛି । ସୋର ପୋଲିସର ତଦନ୍ତ ଜାରି ରଖିଛି ।ଗତ ୫ ତାରିଖରେ
Read More...

ରାଜ୍ୟରେ ହାଲକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ବୁଧବାର ରାଜ୍ୟରେ ପାଗ ଶୁଖିଲା ରହିବ । ଉପରବେଳା କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା
Read More...