ଦୁଇବର୍ଷ ହେଲା ରାସ୍ତା ଉପରେ ନର୍ଦ୍ଦମା ପାଣି, କଲୋନୀବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି
ନବରଙ୍ଗପୁର: ନବରଙ୍ଗପୁର ସହରର ଷୋହଳ ନମ୍ବର ୱାର୍ଡରେ ଦୀର୍ଘ ଦୁଇ ବର୍ଷ ହେଲା ରାସ୍ତା ଉପରେ ନର୍ଦ୍ଦମା ପାଣି ବୋହି ଯାଉଛି । ଜିଲ୍ଲା ସଦର ମହକୁମାର ଏପରି ଅବସ୍ଥା ଦେଖି ଗାଁ ଗହଳିର ସ୍ଥିତି ଅନୁମାନ କରି ହେଉଥିବ । ଗାନ୍ଧୀନଗର ଛକ ଠାରୁ ଇନ୍ଦିରା କଲୋନୀ ଦେଇ ଇଛବତୀଗୁଡା ଯିବା ରାସ୍ତା ଉପରେ!-->…
Read More...
Read More...